ଅଖିଳ ଭାରତ ଯୁବ ସଂଘ (ଏଆଇଓ୍ବାଏଫ)ର ପ୍ରଥମ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ସମ୍ମେଳନ
ବୌଦ୍ଧ,୧୦/୧- ଅଖିଳ ଭାରତ ଯୁବ ସଂଘ (ଏଆଇଓ୍ବାଏଫ)ର ପ୍ରଥମ ଜିଲ୍ଲାସ୍ତରୀୟ ସାଂଗଠନିକ ସମ୍ମେଳନ ଆଜି ଗିରାସିଙ୍ଗା ଜଗନ୍ନାଥ ବନପ୍ରକଳ୍ପ ଠାରେ ସୁଧାଂଶୁ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଈଛି । ଏଥିରେ ରାଜ୍ୟ ଉପସଭାପତି ସତ୍ୟରଞ୍ଜନ ମହାନ୍ତି,ସମ୍ପାଦକ ଅବକାଶ ସାହୁ ପ୍ରମୁଖ!-->…
Read More...
Read More...