ପ୍ଲାଜମା ଦାନକରି ଉଦାହରଣ ପାଲଟିଲେ ମେଘଲା ସରପଞ୍ଚ
ସୋନପୁର,୧୬/୧୦- ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳର ମେଘଲା ସରପଞ୍ଚ ମନୋଜ କୁମାର ସେଠୀ ଗତକାଲି ଭିମସାରରେ ତାଙ୍କର ପ୍ଲାଜମା ଦାନକରି ସମଗ୍ର ଜିଲ୍ଲା ପାଇଁ ଏକ ଉଦାହରଣ ପାଲଟିଛନ୍ତି । ସେ ନିଜେ କରୋନା ସହ ଲଢେଇ କରି ସଂପୂର୍ଣ୍ଣ ସୁସ୍ଥହେବାପରେ ଗତକାଲି ବୁର୍ଲା ଯାଇ ଭୀମସାରର ପ୍ଲାଜମା!-->…
Read More...
Read More...