ରାଜ୍ୟରେ ପୁଣି ୧୫୪୦ କରୋନା ପଜିଟିଭ ଚିହ୍ନଟ, ୧୨ ମୃତ

ଭୁବନେଶ୍ୱର ୨୮ ।୧୦: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୫୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୫୪୮୨ରେ ପହଞ୍ଚିଛି ।
Read More...

ବୌଦ୍ଧ : ଆଜି କେବଳ ରାମ୍ଭିକଟା ଗ୍ରାମରୁ 2 କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୮/୧୦ - ଆଜି ବୌଦ୍ଧ ଜିଲ୍ଲାରେ ମାତ୍ର 3 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରେ କେବଳ ହରଭଙ୍ଗା ବ୍ଲକ୍ ସାମ୍ପୋଚ
Read More...

ବୌଦ୍ଧ : ଧାନ ବିକି ପାରିବେ ନାହିଁ ପ୍ରାୟ ୨ ହଜାର ଚାଷୀ !

ବୌଦ୍ଧ,୨୮/୧୦ - ଜିଲ୍ଲାରେ ଧାନ ପଞ୍ଜିକରଣ ପାଇଁ ଫର୍ମ ଦାଖଲ କରିଥିବା ଚାଷୀମାନଙ୍କ ମଧ୍ୟରୁ ପ୍ରାୟ ୨ ହଜାରରୁ ଅଧିକ ଚାଷୀ ନିଜ ଚାଷଜମି ଧାନ ବିକ୍ରି କରିପାରିବେ ନାହିଁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଧାନ ପଞ୍ଜିକରଣ କାର୍ଯ୍ୟ କରୁଥିବା ଅନେକ ସେବା ସମବାୟ ସମିତି ଠିକଣା ସମୟ
Read More...

ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ଯୋଗାଇ ଦେବାକୁ ଦାବି

ବୌଦ୍ଧ/ବାଉଁଶୁଣୀ,୨୮/୧୦-ବୌଦ୍ଧ ବ୍ଲକ ବହିରା ପଞ୍ଚାୟତ ବହିରା ଗ୍ରାମର କିଶୋର ମହାନନ୍ଦିଆ (୨୦) ଜଣେ ଭିନ୍ନକ୍ଷମ ଯୁବକ । ସେ ଜନ୍ମରୁ ଭିନ୍ନକ୍ଷମ ଅଟନ୍ତି ଓ ଗୋଡରେ ଚାଲି ପାରୁନଥିବାରୁ ଜନ୍ମରୁ ଗୁରୁଣ୍ଡି ଗୁରୁଣ୍ଡି ବାଟ ଚାଲୁଛନ୍ତି । ସରକାରୀ ସହାୟତା ଭାବେ କେବଳ ଭିନ୍ନକ୍ଷମ ଭତ୍ତା
Read More...

ଅବସରପ୍ରାପ୍ତ କୃତ୍ତି ଶିକ୍ଷକଙ୍କ ପରଲୋକ

ବୌଦ୍ଧ - ବଉଦ ସହର କେଉଟ ସlହି ନିବାସୀ ଅବସରପ୍ରାପ୍ତ କୃତ୍ତି ଶିକ୍ଷକ ବ୍ରଜ କିଶୋର ରଥ 76 ବର୍ଷ ବୟସରେ ଆଜି ପରଲୋକ ଗମନ କରିଛନ୍ତି | ତାଙ୍କର ଶିକ୍ଷକତା ଜୀବନ ମଧ୍ୟରେ ଜିଲ୍ଲାର ଚରଦା, ଗୁଢିଆଳି, ମର୍ଜାଦପୁର, ରାଜନପାଲି ଆଦି ବିଦ୍ୟାଳୟ ଗୁଡିକରେ ଶିକ୍ଷକତା କରି ଛାତ୍ର ଛାତ୍ରୀ ଓ
Read More...

ଜୁଆ ଖେଳ ଚଢ଼ାଉ ୬ଜୁଆଡି ଗିରଫ ୧,୩୫୧୫୦ ନଗଦ ଟଙ୍କା ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ଥିବା ହୋଟେଲ ଦିଶା ଉପରେ ପୋଲିସ ଚଢ଼ାଉ କରିଛି। ଜୁଆ ଖେଳ ଚାଲି ଥିବାର କୌଣସି ସୂତ୍ରରୁ ପୋଲିସ ଖବର ପାଇ ଅଚାନକ ଚଢ଼ାଉ କରି ଥିଲା। ଏହି ଚଢ଼ାଉ ବେଳେ ପୋଲିସ ୬ ଜୁଆଡ଼ିଙ୍କୁ ଗିରଫ କରିବା ସହ ୧,୩୫,୧୫୦ ନଗଦ ଟଙ୍କା, ୬ଟି ମୋବାଇଲ ଏବଂ ତାସ ଜବତ
Read More...

ଆଭ୍ୟନ୍ତରୀଣ ରାସ୍ତାକୁ ରାଜ୍ୟ ରାଜପଥ ମାନ୍ୟତା ଦାବୀ

ବୌଦ୍ଧ,୨୭/୧୦- ବୌଦ୍ଧ ଜିଲ୍ଲାରେ ଥିବା ବିଭିନ୍ନ ଆଭ୍ୟନ୍ତରୀଣ ରାସ୍ତାକୁ ଏକାଠି ସଂଯୋଗୀକରଣ କରି ରାଜ୍ୟ ରାଜପଥ ମାନ୍ୟତା ଦେବାକୁ ଦାବୀ କରିଛି ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା । ଆଜି ବାଲ୍ମୀକି ମହାକୁଡଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରେରଣ
Read More...

ଯାତ୍ରୀବାହୀ ବସ୍‌ ଓ ମାଲ୍‌ ବୋଝେଇ ଟ୍ରକ ମଧ୍ୟରେ ଧକ୍କା, ୫ ଆହତ

ବୌଦ୍ଧ,୨୭/୧୦ - ଆଜି ସକାଳେ ଜାତୀୟ ରାଜପଥ ନମ୍ବର୍‌ ୫୭ର ମାଧପୁର ଢାବା ନିକଟରେ ଯାତ୍ରୀ ବାହୀ ବସ୍‌ ଓ ମାଲ୍‌ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିିଁଁ ଧକ୍କା ହେବାରୁ ୫ ଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରୁ ବୌଦ୍ଧ ଅଭିମୁଖେ
Read More...

ସମ୍ବଲପୁର ଜିଲ୍ଲାର କରୋନା ସ୍ଥିତି କ୍ରମଶଃ ସୁଧୁରୁଛି: ଆଜି ନୂଆ ପଜିଟିଭ ରୂପେ ୨୪ଜଣ ଚିହ୍ନଟ

ସମ୍ବଲପୁର : ପାର୍ବଣପର୍ବ ରେ ସବୁଆଡେ ବ୍ୟାପକ ଜନଗହଳି ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଆସିଛି, ଯାହାକି କି ପ୍ରଶାସନ ସହିତ ଲୋକଙ୍କ ମନରେ ମଧ୍ୟ ଆଶ୍ୱସ୍ତି ଆଣିଛି । ଇତି ମଧ୍ୟରେ ସବୁ ପ୍ରକାର କଟକଣା ଅବ୍ୟାହତ ରହିଥିଲେ ମଧ୍ୟ ଲୋକେ ଏହାକୁ ଭୃକ୍ଷେପ ନ କରି
Read More...

ବୌଦ୍ଧ : ୨୫୦୦ ପାର୍‌କଲା କରୋନା, ଆଜି ଜିଲ୍ଲାରୁ ୩୭ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୭/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ୩୭ ପଜିଟିଭକୁ ମିଶାଇ ମୋଟ କରୋନା ପଜିଟିଭ ସଂଖ୍ୟା ଜିଲ୍ଲାରେ ୨୫୨୧ରେ ପହଞ୍ଚିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ
Read More...