ସର୍ବ ଭାରତୀୟ ଜେ.ଇ.ଇ. ଆଡ଼ଭାନ୍ସରେ ଉତ୍ତୀର୍ଣ ଦୁଇ ଭାଇଙ୍କୁ ସମ୍ବର୍ଦ୍ଧନା
କଣ୍ଟାବାଞ୍ଜି,୮/୧୦ - ସର୍ବ ଭାରତୀୟ ଜେ. ଇ. ଇ. ଆଡ଼ଭାନ୍ସ ପରୀକ୍ଷା ରେ ସହରର ରୋନଙ୍କ ଡାଲମିଆ ସାରା ଭାରତରେ ୫୨ ରେଙ୍କ ହାସିଲ କରି ଓଡିଶାରେ ପ୍ରଥମ ସ୍ଥାନ ରଖିଛନ୍ତି । ଏହା ସଂଗେ ତାଙ୍କ ସାନ ଭାଇ ମନ୍ଥନ ଭାରତୀୟ ସ୍ତର ରେ ୧୦୦ ର୍ୟାଙ୍କ ନେଇଁ ଓଡିଶା ରେ ଦ୍ୱିତୀୟ ହେଇଛନ୍ତି ଓ!-->…
Read More...
Read More...