ଡ୍ରେନ ନାହିଁ କି ଚାନ୍ଦିନୀ ନାହିଁ, ଲୋକେ ପିଉଛନ୍ତି ଦୂଷିତ ପାଣି

0 398

hiring

ବୌଦ୍ଧ,୨୩/୧୦- କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମ ପଂଚାୟତର ସାନ ରୁଣ୍ଡି ମହୁଲ ଗ୍ରାମରେ ଥିବା ନଳକୂପର ଚାନ୍ଦିନୀ ଓ ଡ୍ରେନ ନ ଥିବାରୁ ସବୁବେଳେ ନଳକୂଅ ଚାରି ପାଖରେ ପାଣି ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି l ଗାଆଁ ଦାଣ୍ଡରେ କଂକ୍ରିଟ ରାସ୍ତା ହୋଇଥିଲେ ମଧ୍ୟ ନଳକୂପର ଉଦବୃତ୍ତ ଜଳ ନିଷ୍କାସନ ହୋଇ ନ ପାରି ଜମି ରହୁଛି l ସେଥିପାଇଁ ନଳକୂଅ ଚତୁଃପାର୍ଶ୍ୱରେ ଉଚ୍ଚ ଚାନ୍ଦିନୀ ଓ ରାସ୍ତା ପାର୍ଶ୍ବରେ ଡ୍ରେନ ନିର୍ମାଣ କରାଯିବାକୁ ଜନସାଧାରଣରେ ଦାବୀ ହେଉଛି l

hiranchal ad1
Leave A Reply

Your email address will not be published.

five × 2 =