ଗୌତମପାଲିକୁ ୭୨ ଘଣ୍ଟା ପାଇଁ ସଟ୍‌ ଡାଉନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ/ଜହ୍ନାପଙ୍କ,୧୯/୯ - ଆଜି ବୌଦ୍ଧବ୍ଲକ ତେଲିବନ୍ଧ ପଞ୍ଚାୟତ ଗୌତମପାଲିରେ ୧୫ କରୋନା ପଜିଟିଭ ବାହାରିବା ପରେ ଜିଲ୍ଲାପାଳ କ୍ଷମତା ବଳରେ ସରପଞ୍ଚ ନଳିନୀ ପଲିଆ ଗୌତମପାଲି ଓ ଏହାର ୨୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । କୌଣସି ଜରୁରୀ କାମ ନଥିଲେ କେହି ଘରୁ ନବାହାରିବାକୁ
Read More...

ବୌଦ୍ଧ: ଆଜି ଚିହ୍ନଟ ହେଲେ ନୂଆ ୫୫ କରୋନା ଆକ୍ରାନ୍ତ

ବୌଦ୍ଧ,୧୯/୯ - ଆଜି ପୁଣି ନୂତନ ୫୫ ଜଣ କରୋନା ଆକ୍ରାନ୍ତ ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ୫୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆଜି ସୁଦ୍ଧା ମୋଟ୍‌ କରୋନା ଆକ୍ରାନ୍ତ ସଂଖ୍ୟା ୧୩୬୯ରେ ପହଞ୍ଚିଲା । ଜିଲ୍ଲାରେ ମୋଟ୍‌ ୯୦୩
Read More...

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା

ବୌଦ୍ଧ ,୧୯/୯- ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ମଧୁପୁର ଛକ ନିକଟରେ ଗୋଟିଏ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଓଡ଼ି 15 ଏନ 2514 ଇକୋ ଗାଡ଼ି ସୋନପୁର ଆଡୁ ବୌଦ୍ଧ ପଟକୁ ଆସୁଥିବା ବେଳେ ଜାତୀୟ ରାଜପଥ ନମ୍ବର୍ 57 ର
Read More...

ସାପ କାମୁଡାରେ ମହିଳା ମୃତ

ବୌଦ୍ଧ,୧୯/୯ -ଆଜି ସକାଳେ ବୌଦ୍ଧ ଡାକ୍ତରଖାନାରେ ସାପ କାମୁଡାରେ ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ଶୋଇଥିବା ବେଳେ ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତ ମଧୁପୁର ଗ୍ରାମର
Read More...

ପୋଲ ନଥିବା ଯୋଗୁଁ ଘଟିଲା ଅଭାବନୀୟ ଘଟଣା କାଠଗଣ୍ଡିରେ ଯିବା ସମୟରେ ଖସି ପଡି ଭାସି ଗଲେ ବୃଦ୍ଧ

ଦାରିଙ୍ଗବାଡ଼ି,୧୮/୯: ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ଗ୍ରାମପଂଚାୟତ ଅନ୍ତର୍ଗତ ସୁନାପାଙ୍ଗା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଖଡଗ ନଦୀ ଉପରେ ଥିବା ଏକ କାଠଗଣ୍ଡି ଦେଇ ନଦୀ ପାର ହେବା ସମୟରେ ଜଣେ ୬୦ ବର୍ଷର ବୃଦ୍ଧ ଖସି ଯାଇ ନଦୀରେ ନିଖୋଜ ଥିବା ଦେଖିବାକୁ ମିଳିଛି । ବୃଦ୍ଧ ଜଣକ ହେଲେ
Read More...

ଏନ.ଏଚ. ଉପରେ ପଡିଲା ଗଛ, ଘଣ୍ଟାଏ ଧରି ରାସ୍ତା ଜାମ୍

ବୌଦ୍ଧ ୧୮/୯ - ୫୭ ନମ୍ବର ଜାତୀୟ ରାଜପଥର ଚାରିଛକ ଫରେଷ୍ଟ ବଙ୍ଗଳା ନିକଟରେ ଆଜି ରାତି ୮ ଟାରେ ସେଠାରେ ଥିବା ଏକ ବିଶାଳ କାୟ ଗଛ ବର୍ଷାରେ ଉପୁଡି ଯାଇ ଜାତୀୟ ରାଜପଥ ଉପରେ ପଡିଯାଈଥିବା ବେଳେ ୧ ଘଣ୍ଟା ପଯ୍ୟନ୍ତ ଜାତିୟ ରାଜପଥ ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା । ଆଜି ସନ୍ଧ୍ୟାରେ
Read More...

ଭାରତୀୟ ଜନତା ଯୁବ ମୋର୍ଚ୍ଚା କନ୍ଧମାଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଫୁଲବାଣୀ,୧୮/୯:କରୋନା ମହାମାରୀ କବଳରେ ସମଗ୍ର ଦେଶ କବଳିତ।ଏପରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପଡୁଥିବା ଯୋଗୁଁ ଭାଜପା ପକ୍ଷରୁ କୌଣସି ଉଚ୍ଚବ ମୁଖର କାର୍ଯ୍ୟକ୍ରମ ପାଳନ ନକରି ଚଳିତ ସପ୍ତାହ କୁ ସେବା ସପ୍ତାହ ରୁପେ ପାଳନ କରୁଥିବା ଉପଲକ୍ଷେ ଭାରତୀୟ ଜନତା
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, 3 ଆହତ

ବୌଦ୍ଧ - ଆଜି ଅପରାହ୍ନ ପ୍ରାୟ 3 ଘଣ୍ଟା ସମୟରେ କଣ୍ଟାମାଳ - ମନମୁଣ୍ଡା ରାସ୍ତାର ଜାଲପାଲି ଛକ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଦୁର୍ଘଟଣା ହେବା ଫଳରେ 3 ଜଣ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଠାରୁ କଣ୍ଟାମାଳ ପଟକୁ ଯାଉଥିବା ଓଡି 19 ଏସ 0120 ନମ୍ବର
Read More...

କାର୍ ଧକ୍କାରେ ବାଇକ ଆରୋହୀ ଗୁରୁତର

ବୌଦ୍ଧ /ବାଉଁଶୁଣି - ଆଜି ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ ର ମନମୁଣ୍ଡା ଥାନା ଗୁଦୁଗୁଦା ନିକଟରେ ଗୋଟିଏ ଇନୋଭା କାର୍ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ମନମୁଣ୍ଡା ପଟରୁ ବାଇକ
Read More...

ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ କର୍ମଚାରୀ ପୁଣି କରନା ପଜିଟିଭ ଚିହ୍ନଟ : ୪୮ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହେଲା ବ୍ୟାଙ୍କ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଶାଖାର ପରିଚାଳକଙ୍କ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଦାରିଙ୍ଗ ବାଡ଼ି ଶାଖାକୁ ଆଜି ଠାରୁ ୪୮ଘଣ୍ଟା ପାଇଁ ଶାଖାକୁ ବନ୍ଦ କରି ଦିଆଯାଇଛି। ଗତ କିଛିଦିନ ତଳୁ ଶାଖା ପରିଚାଳକ ଙ୍କ ଶରୀର ଅସୁସ୍ଥ ହେବା
Read More...