ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା
ବୌଦ୍ଧ /ଜନ୍ହାପଙ୍କ,୬/୯- ବୋୖଦ୍ଧ ବ୍ଲକ୍ ପଦ୍ମନପୁର ଗ୍ରାମର ବାସିନ୍ଦା ତଥା ବରଗଡ ଜିଲ୍ଲାରେ କର୍ତବ୍ୟରତ ପୋଲିସ ଏ.ଏସ.ଆଇ. ମନୋଜ କୁମାର ହୋତା କରୋନାରେ ପ୍ରାଣ ହରାଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତ ଅଗଷ୍ଟ 19 ତାରିଖରେ ମନୋଜ ଶାରିରୀକ ଅସୁସ୍ଥତା ଅନୁଭବ କରିବାରୁ!-->!-->!-->…
Read More...
Read More...