ଭତ୍ତାରୁ ବଞ୍ଚିତ ଦୁଃସ୍ଥ କଳାକାର ପଞ୍ଚାନନ ମିଶ୍ର
ବୌଦ୍ଧ,୨୨/୯ -କଣ୍ଟାମାଳ ବ୍ଲକ୍ ପୁରୁଣାକଟକ ହାତୀପାଲି ଗାଁର ଜଣାଶୁଣା କଳାକାର ପଞ୍ଚାନନ ମିଶ୍ର । ଦୀର୍ଘ ୨୫ ବର୍ଷ ଉଭୟ ଗାହକ ଓ ବାହକ କଳାକୁ ବୃତ୍ତି ଭାବେ ଆପଣେଇଥିବା ପଞ୍ଚାନନ ଏପର୍ଯ୍ୟନ୍ତ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ପ୍ରଥମ ଥର ଯେଉଁ କଳାକାର ତାଲିକା ସରକାର!-->…
Read More...
Read More...