ରାସ୍ତା ମଝିରେ ଓଲଟିଲା ପରିବା ବୋଝେଇ ମିନିଟ୍ରକ
ବୌଦ୍ଧ,୨୦/୮- ଆଜି ଭୋର ପ୍ରାୟ 4 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ନିକଟରେ ଗୋଟିଏ ପରିବା ବୋଝେଇ ମିନିଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ମିନି ଟ୍ରକଟି ଓଡି03 6427 ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି!-->!-->!-->…
Read More...
Read More...