ମହୁମାଛି ଆକ୍ରମଣରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
ବୌଦ୍ଧ,୧୬/୮ - କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ନଦିଆନଗର ଗ୍ରାମରେ ମହୁମାଛି ଆକ୍ରମଣରେ ସ୍ୱାମୀ ମୃତ୍ୟୁବରଣ କରିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶୁଣ୍ଢିପଦର ଗ୍ରାମ ପଂଚାୟତ ନଦିଆନଗର ଗ୍ରାମର ଭୁଜଶେଖର କର୍ମୀ ତାଙ୍କ ସ୍ତ୍ରୀଙ୍କ ସହ!-->…
Read More...
Read More...