ବୌଦ୍ଧ: ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ
ବୌଦ୍ଧ,୧୫/୮: ଆଜି ସ୍ଥାନୀୟ ପ୍ୟାରେଡ ପଡିଆଠାରେ କୋଭିଡ କଟକଣାରେ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲାପାଳ ଏହି ଅବସରରେ ଆମ ଦେଶର ସ୍ୱାଧୀନତା!-->…
Read More...
Read More...