ପ୍ରକାଶ ପାଇଲା ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୦ ବର୍ଷର ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପରିଷଦର କାର୍ଯ୍ୟାଳୟରେ ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପରୀକ୍ଷା ପୁସ୍ତିକାକୁ ଉନ୍ମୋଚିତ କରିବା ପରେ ପରିଷଦର ଦୁଇଟି ୱେବସାଇଟରେ
Read More...

ଟେଷ୍ଟିଂ ପାଇଁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ମୁକାବିଲା ନେଇ ରାଜ୍ୟର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅର୍ଥ ଅଭାବରୁ କେହି ଜଣେ ବି କୋଭିଡ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବନାହିଁ । ରାଜ୍ୟ ସରକାର କୋଭିଡ ରୋଗୀଙ୍କ
Read More...

ଗଜପତିରେ ପୁଣି ୭୦କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୫ ଜଣ, ଗୁମ୍ମା ବ୍ଳକରୁ ୯ଜଣ, ପାରଳାପୌର ପରିଷଦରୁ ୩୫ ଜଣ, କାଶୀନଗର ବ୍ଳକରୁ ୫, ଆର.ଉଦୟଗିରି ବ୍ଲକରୁ ୧୦ ଜଣ ମୋହନା ବ୍ଳକରୁ
Read More...

ଆସନ୍ତା ଦୁଇ ବର୍ଷ ମଧ୍ୟ ଧୋନି ଆଇପିଏଲ୍‌ ଖେଳିବେ

ନୂଆଦିଲ୍ଲୀ : ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍‌ରେ ମହେନ୍ଦ୍ର ସିଂ ଧୋନି ସାମିଳ୍‌ ହୋଇ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ସେ ଚେନ୍ନାଇ ସୁପରକିଙ୍ଗିସ୍‌ (ସିଏସ୍‌କେ) ପାଇଁ ଖେଳିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ, ୨୦୨୧
Read More...

ରାଜସ୍ଥାନ ରୟାଲ୍ସ କୋଚ୍‌ଙ୍କୁ କରୋନା

ନୂଆଦିଲ୍ଲୀ : ଆଇପିଏଲ୍‌ର ଅନ୍ୟତମ ଫ୍ରାଞ୍ଚାଇଜ୍‌ ଟିମ୍‌ ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ୍‌ ଦିଶାନ୍ତ ୟାଗନିକ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବୁଧବାର ଦଳ ପକ୍ଷରୁ ଏହି ଘୋଷଣା କରାଯାଇଛି । ଆଇପିଏଲ୍‌ ଦଳଗୁଡ଼ିକ ଭିତରୁ କେହି କରୋନା ପଜିଟିଭ୍‌ ଚିହ୍ନଟ ହେବା ଏହା ପ୍ରଥମ । ଆଗକୁ
Read More...

ଚତୁର୍ଥ ଦିନରେ ପହଞ୍ଚିଲା ଜୀବନବିନ୍ଦୁ ରକ୍ତଦାନ ଶିବିର, ୪୦ ୟୁନିଟ୍ ରକ୍ତ ସଂଗ୍ରହ

ପାରଳାଖେମୁଣ୍ଡି : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ସପ୍ତାହ ବ୍ୟାପି ଜୀବନବିଦୁ ରକ୍ତଦାନ ଶିବିର ଗଜପତି ଜିଲ୍ଲାରେ ଆଜି ଚତୁର୍ଥ ଦିନରେ ପହଂଚିଛି । ଆଜି ସର୍ବମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା କର୍ମୀ
Read More...

ରାସ୍ତା ଖରାପ କାରଣରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ନବଜାତକର ଗଲା ଜୀବନ

ବୌଦ୍ଧ: ମୁଖ୍ୟ ରାସ୍ତା କଡରେ ଥିବା କିଛି ଗାଁକୁ ଛାଡିଦେଲେ ବର୍ଷା ଚାରି ମାସ ରାସ୍ତା ଖରାପ ଯୋଗୁଁ ବୌଦ୍ଧ ଜିଲ୍ଲାର ଅନେକ ଗାଁକୁ ଯିବା କଷ୍ଟସାଧ୍ୟ ହୋଇ ପଡିଛି । ଗତକାଲି ସେଭଳି ଗୋଟିଏ ଲଜ୍ଜାଜନକ ଘଟଣା ଘଟିଛି ହରଭଙ୍ଗା ବ୍ଲକ୍ ରାମଗଡ ଗ୍ରାମ ପଂଚାୟତର କୋଇଲିସୁତା ଗ୍ରାମରେ । ରାସ୍ତା ଖରାପ
Read More...

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

ଯୋଡା : ବାମେବାରୀ ଥାନା ଅନ୍ତର୍ଗତ ଜାମିର୍ତା ଗ୍ରାମରେ ଗତ ୭ ତାରିଖ ବିଳମ୍ବିତ ରାତ୍ରୀରେ ଗୁଣିଗାରେଡି ସନ୍ଦେହ କରି ସେହି ଗ୍ରାମର ଜଣେ ବୃଦ୍ଧ ମାନସିଂ ମୁଣ୍ଡାଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ପୁଲିସ ମଙ୍ଗଳବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ
Read More...

୯ପୃଷ୍ଠାର ଖୋଲାଚିଠି ଜାରି କଲା ସୁଶାନ୍ତଙ୍କ ପରିବାର : ଆମକୁ ବାରମ୍ବାର ଧମକ ମିଳୁଛି

ପାଟନା : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଉପରେ ବର୍ତ୍ତମାନ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି । ତଦନ୍ତ ଜାରି ରହିଥିବାବେଳେ ସୁଶାନ୍ତଙ୍କ ପରିବାର ପକ୍ଷରୁ ଏବେ ଏକ ୯ପୃଷ୍ଠା ସମ୍ବଳିତ ଖୋଲା ଚିଠି ଜାରି କରାଯାଇଛି । ସେଥିରେ ପରିବାର ଏବଂ ମୃତ୍ୟୁଘଟଣା ସାଙ୍ଗକୁ
Read More...

ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ବୌଦ୍ଧଶାଖା ପକ୍ଷରୁ ଦାବିପତ୍ର

ବୌଦ୍ଧ,୧୨/୮- ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ବୌଦ୍ଧଜିଲ୍ଲା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଜି ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ଶାଖାର ଆବାହକ କେଶବାନନ୍ଦ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗରେ ପୂର୍ବରୁ କାମ କରିଥିବା ଇପିଏଫ
Read More...