ବୌଦ୍ଧ ପଞ୍ଚାୟତ କଲେଜରେ ବୃକ୍ଷକୁ ବନ୍ଧା ଗଲା ରାକ୍ଷୀ
ବୌଦ୍ଧ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମୀ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଅଧ୍ୟାପକ ତଥା ପରିବେଶବିତ ପ୍ରବୀର କୁମାର ଦାସ କଲେଜ ପରିସରରେ ଥିବା ବିଭିନ୍ନ ବୃକ୍ଷକୁ ରାକ୍ଷୀ ବାନ୍ଧିଥିଲେ ।!-->…
Read More...
Read More...