ବୌଦ୍ଧ : ୩ ଦିନ ତଳର ୭ ପଜିଟିଭଙ୍କ ଆଜି ହେଲା ଘୋଷଣା
ବୌଦ୍ଧ,୧୦/୮ - ଆଜି ସାତ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ କହିବା କଥା ଅନୁଯାୟୀ ଏ ସବୁ ପଜିଟିଭ ମାନଙ୍କୁ ବୌଦ୍ଧବ୍ଲକ ଅନ୍ତର୍ଗତ ନାରାୟଣନଗର ଗ୍ରାମରୁ ଗତ ୬ ତାରିଖରେ ଚିହ୍ନଟ!-->…
Read More...
Read More...