ଶ୍ରମିକ ବଦଳରେ ମେସିନ କଲା କାମ !
ବୌଦ୍ଧ/ଜହ୍ନାପଙ୍କ,୨୮/୭- ବୌଦ୍ଧବ୍ଲକ ଅନ୍ତର୍ଗତ ବଢିଗାଁ ପଂଚାୟତର ଯୋଗୀଭୋଗରା ଓ ଓଲଣ୍ଡା ଗାଁରେ ମନରେଗା ଯୋଜନାରେ ହୋଇଥିବା ମୋ ପୋଖରୀ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଛି । ଶ୍ରମିକ ବଦଳରେ ଜେସିବି ମେସିନରେ କାମ ହୋଇ ବିଲ ଉଠାହୋଇଛି । ଏଥିସହିତ ବିନା ସୂଚନା ଫଳକରେ କାମ ସମ୍ପନ୍ନ!-->…
Read More...
Read More...