ଭିତ୍ତିଭୂମିର ଅଭାବ, ମାର୍କେଟ କମ୍ପ୍ଲେକ୍ସରେ ପଡିଛି ତାଲା

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ଯୋଗିନ୍ଦ୍ରପୁର ଗ୍ରାମ ପଂଚାୟତ ତରଫରୁ ଗୋହିପିଟା ଗ୍ରାମ ଠାରେ ମନମୁଣ୍ଡା - କଣ୍ଟାମାଳ ରାସ୍ତା ପାର୍ଶ୍ବରେ 2015 - 16 ମସିହାରେ 4 ଗୋଟି ଦୋକାନ ଘର ନିର୍ମାଣ କରାଯାଇଥିଲା | ଏହା ମଧ୍ୟରେ 5 ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମାର୍କେଟ କମ୍ପ୍ଲେକ୍ସକୁ
Read More...

ଲୋକେ ଧରିଲେ ଚୋରକୁ କିନ୍ତୁ ଥାନାରୁ ମାରିଲା ଚମ୍ପଟ

ବୌଦ୍ଧ - ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଠାରେ ଥିବା ଗୋଟିଏ କବାଡି ଦୋକାନ ଆଗରୁ ବାଇକ ଚୋରୀ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଧରି ଉତ୍ତମ ମଧ୍ୟମ ଦେବା ପରେ ଚୋରକୁ ପୁରୁଣାକଟକ ପୋଲିସକୁ ହସ୍ତାନ୍ତର କରିଥିଲେ | ଲୋକଙ୍କୁ ଚକମା ଦେଇ ନପାରି ଧରା ପଡିଥିବା ଚୋର କିନ୍ତୁ ସଫଳ ହୋଇଥିଲା
Read More...

ସଡକ ଦୁର୍ଘଟଣାରେ ବାଉଁଶୁଣୀର ଯୁବକଙ୍କ ମୃତ୍ୟୁ

ବୌଦ୍ଧ, ୨୭/୭ - ଆଜି ବରଗଡ ଥାନା ଅନ୍ତର୍ଗତ ଏକାମ୍ର ଛକ ନିକଟରେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଗ୍ରାମର ଜଣେ ଯୁବକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଜିଲ୍ଲା ବାଉଁଶୁଣୀ ଗ୍ରାମର ଗଣପତି ମେହେର (୨୬ ବର୍ଷ) ବନ୍ଦନା ଫାଇନାନସ ନାମକ ଗୋଟିଏ ଘରୋଇ
Read More...

ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏସଡିଏମଓ ବଦଳି ବାତିଲ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ପାଟଣାଗଡ,୨୭/୭- ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ଏସଡିଏମଓ ଡ଼ ଦିଲୀପ କୁମାର ବିଶ୍ୱାଳଙ୍କ ବଦଳି ବାତିଲ କରିବା ଦାବିରେ ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ଶାଖା ପକ୍ଷରୁ ସଂଘର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲୋ
Read More...

ଓଡ଼ିଆ ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ୱର,୨୭/୭- ଓଡ଼ିଆ ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁ ( ୩୨ )ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି । କର୍କଟ ରୋଗରେ ପୀଡିତ ହୋଇ ଗତ ଛଅ ମାସ ଧରି ଚିକିତ୍ସାଧୀନ ଥିଲେ । ଆଜି ଅପରାହ୍ନରେ ସ୍ପର୍ଶ ହସ୍ପିଟାଲରେ ଆଖି ବୁଜିଦେଇଛନ୍ତି । ଓଡ଼ିଆ ଆଲବମ ଜଗତରେ ସେ ତିନି ଶହରୁ
Read More...

ଗଜପତିରେ ପୁଣି ୭୩ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୭/୭- ଗଜପତିରେ ପୁଣି ଆଜି ୭୩ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ରୁ ୬ ଜଣ, ଗୁମ୍ମା ରୁ ୪ ଜଣ,ନୂଆଗଡ଼ ବ୍ଳକରୁ ୪ଜଣ,ପାରଳା ପୌର ପରିଷଦରୁ ୩୬ ଜଣ, ରାୟଗଡରୁ ୪ ଜଣ,କାଶୀ ନଗର ବ୍ଳକରୁ ୮ଜଣ ମୋହନା ବ୍ଳକରୁ ୧୧ ଜଣ ଚିହ୍ନଟ
Read More...

ବୌଦ୍ଧ : ଆହୁରି ଆସିବାକୁ ବାକି ଅଛି 177 ଟି ସ୍ବାବ ନମୂନାର ରିପୋର୍ଟ

ବୌଦ୍ଧ - କରୋନା ସନ୍ଦିଗ୍ଧ ମାନଙ୍କର ସ୍ବାବ ନମୂନା ପରୀକ୍ଷା ପାଇଁ ଯାଇଥିବା ଆହୁରି 177 ଟି ନମୁନାର ରିପୋର୍ଟ ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇ ନଥିବା ସୂଚନା ମିଳିଛି l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ସୁଚନା ଅନୁଯାୟୀ ଆଜି ସୁଦ୍ଧା ବୌଦ୍ଧ ଜିଲ୍ଲାରୁ 3473
Read More...

ପୁଅର ଛୁରା ମାଡରେ ମାର ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦରଥାନା ଅଞ୍ଚଳର ବିଶିପଡ଼ା ପଂଚାୟତର ବେହେରା ପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗତ କାଲି ସନ୍ଧ୍ୟାରେ ପୁଅ ଭାଗିରଥି ବେହେରାର ଗାଡିକୁ ନିଜ ଭଣଜା ଭାଙ୍ଗି ଦେଇଥିବା ବେଳେ ଭାଗିରଥି ଘରକୁ ଯାଇ ନିଜ ଭଉଣୀ ବୃନ୍ଦାବତୀ ଓ ମା ଉର୍ମିଳାଙ୍କ ସହ ଝଗଡା
Read More...

ଭିନ୍ନ ମୋଡ଼ ନେଲା ରାଜସ୍ଥାନ ରାଜନୀତି, ବିଧାନସଭା ଅଧିବେଶନ ଡାକିଲେ ରାଜ୍ୟପାଳ

ଜୟପୁର : ରାଜସ୍ଥାନର ରାଜନୈତିକ ସ୍ଥିତି ଆଜି ନୂଆ ମୋଡ଼ ନେଇଛି । ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ବିଧାନସଭା ଅଧିବେଶନ ଡାକିଛନ୍ତି; କିନ୍ତୁ ଏଥିପାଇଁ କେତେକ ସର୍ତ୍ତ ରଖିଛନ୍ତି । ବିଧାନସଭା ଅଧିବେଶନ ଡାକିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତଥା ରାଜ୍ୟ କଂଗ୍ରେସ ଗତ କିଛିଦିନ ହେଲା
Read More...

ଭାରତ ଆସୁଛି “ରାଫେଲ୍’

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ଶକ୍ତି ଆଗକୁ ଆହୁରି ସୁଦୃଢ଼ ହେବାକୁ ଯାଉଛି । ସମ୍ଭାବ୍ୟ ପଡୋଶୀ ଆକ୍ରମଣର ମୁକାବିଲା ପାଇଁ ଭାରତ ତା'ର ପ୍ରତିରକ୍ଷା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଅସ୍ତ୍ର ସାମିଲ କରୁଛି । ଏବେ ଫ୍ରାନ୍ସରୁ ଭାରତ ଅଭିମୁଖେ ଯାତ୍ରା କରିଛି ରାଫେଲ୍ । ରାଫେଲ୍ ହେଉଛି
Read More...