ମାସକରେ ୫୦ରୁ ଅଧିକ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପଦକ୍ଷେପ ଗ୍ରହଣ କରିସାରିଲେଣି । ସଂକ୍ରମଣର ମୁକାବିଲା, ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପର ଅଗ୍ରଗତି ସମୀକ୍ଷା ପାଇଁ ଅନେକ ବୈଠକ ମଧ୍ୟ ବସିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ମାସ୍କ ନପିନ୍ଧିଲେ ଲକ୍ଷେ ଜୋରିମାନା

ରାଞ୍ଚି: କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ଲାଗି ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କଡ଼ା ନିୟମ ଲାଗୁ କରିଛନ୍ତି । ଏହି ନିୟମ ଉଲ୍ଳଙ୍ଘନ କ୍ଷେତ୍ରରେ ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି । କେତେକ ରାଜ୍ୟରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ବ୍ୟବସ୍ଥା ଥିବା
Read More...

ସୁନ୍ଦରଗଡ ଓ ଯାଜପୁର ଜିଲ୍ଲା ପାଇଁ ୧୦କୋଟି ଟଙ୍କା

ଭୁବନେଶ୍ୱର ୨୩ ।୦୭: ପଶ୍ଚିମଓଡିଶା ପାଇଁ ଆଇଜିଏଚ୍‌ରେ ପ୍ଲାଜମା ବ୍ୟାଙ୍କ ରାଉରକେଲା କୋଭିଡ କେୟାର ସେଣ୍ଟର ଶଯ୍ୟା ବୃଦ୍ଧିପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାର ଶଯ୍ୟା ସଂଖ୍ୟା ୧୭ଶହକୁ ବୃଦ୍ଧି ପାଇବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସୁନ୍ଦରଗଡ
Read More...

କାଶରୁ ଜଣାପଡିବ କରୋନା

ଭୁବନେଶ୍ୱର ୨୩ ।୦୭: କାଶରୁ କରୋନା ଜଣାପଡିବ ବୋଲି ଗବେଷଣା କରି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ସେ କହିଛନ୍ତି ସାଧାରଣ କାଶ ଓ କରୋନା କାଶ ମଧ୍ୟରେ ପାର୍ଥକ୍ୟ ରହିଛି । ବିଭିନ୍ନ କାଶର ଶବ୍ଦକୁ ରେକର୍ଡ କରାଯାଉଛି । ଏଥିପାଇଁ ଏକ ଆପ୍ସ ମଧ୍ୟ ବିକଶିତ
Read More...

କରୋନା ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇଛି ‘ରେଡ୍‍ ସ୍ୱସ୍ତିକ୍‍’ : ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଲେ ସୁରକ୍ଷା ଉପକରଣ

ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‍ଡାଉନ୍‍ ଜାରି କରାଯାଇଛି । ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ , ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ନିଜ ଜୀବନକୁ ବାଜି ଲଗାଇ
Read More...

ରାଜ୍ୟସଭା ସାଂସଦ ମୁନ୍ନା ଖାଁ‌ଙ୍କୁ ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକଙ୍କ ଶୁଭେଚ୍ଛା

ଫୁଲବାଣୀ : ଚଳିତ ବର୍ଷ ରାଜ୍ୟସଭାକୁ ସମଗ୍ର ଦେଶରୁ ୬୧ଜଣ ରାଜ୍ୟସଭା ପାର୍ଥୀ ରୂପେ ମନୋନୀତ ହୋଇଥିଲେ । ସେଥିମଧ୍ୟରୁ ରାଜ୍ୟସଭା ପାର୍ଥୀ ରୂପେ ଓଡିଶାରୁ ୪ଜଣ ମନୋନୀତ ହୋଇ ମାର୍ଚ୍ଚ ୧୯ରେ ପ୍ରମାଣ ପତ୍ର ପାଇବା ପରେ ଏପ୍ରିଲ ୪ତାରିଖରେ ଶପଥ ନେବାର ଥିଲା କିନ୍ତୁ କରୋନା ମହାମାରୀର କବଳରେ
Read More...

ଗଜପତିରେ ପୁଣି ୭୫ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭୫ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଆକ୍ଟିଭ ସର୍ଭିଲେନ୍ସରୁ ୪୧ଜଣ, କଣ୍ଟେଟମେଣ୍ଟ ଜୋନରୁ ୮ ଜଣ, ପ୍ରାଇମେରୀ କଣ୍ଟାକ୍ଟରୁ ୧୦, କୋଭିଡ ଯୋଦ୍ଧା ୧୫ ଜଣ ଓ ଜଣେ ମେଡିକାଲ କର୍ମଚାରୀ
Read More...

ରାଉରକେଲାରେ ଆରମ୍ଭ ହେଲା ପ୍ଲାଜମା ଥେରାପି

ରାଉରକେଲା : ରାଉରକେଲା ସହରର ଆଇଜିଏଚରେ ହେବ ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ବୁଧବାର ଦିନ ଏହି ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ହେଉଥିôବା ଗୁରୁତର ରୋଗି ମାନଙ୍କୁ ରାଉରକେଲାର ଆଇଜିଏଚରେ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ । ଏଥିସହ ରାଉରକେଲାରେ
Read More...

ମୁଁ ମ୍ୟାଚ୍ ଖେଳିବାକୁ ମାନସିକ ଭାବେ ପ୍ରସ୍ତୁତ ନାହିଁ

ଓଲ୍ଡ ଟ୍ରାଫୋର୍ଡ : ଇଂଲଣ୍ଡ କ୍ରିକେଟ ଦଳରେ ସାମିଲ ହୋଇଥିବା ବାର୍ବାଡୋସ ଜନ୍ମିତ ଅଲରାଉଣ୍ଡର ଜୋଫ୍ରା ଆର୍ଚର ଏଠାରେ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟ ମଧ୍ୟ ଖେଳି ନପାରନ୍ତି । ଏହାର କାରଣ ହେଲା ସେ ମାନସିକ ଭାବେ ସୁସ୍ଥ ନାହାନ୍ତି । ପ୍ରୋଟୋକଲ ଭାଙ୍ଗି ଦ୍ୱିତୀୟ
Read More...

ରେସଲିଂ କ୍ୟାମ୍ପ୍ ପାଇଁ ସାଇର ମନୋନିବେଶ

ନୂଆଦିଲ୍ଲୀ : କୋଭିଡ-୧୯ ଭୟାବହତା ପରେ ଏବେ ସ୍ଥିତିରେ ଉନ୍ନତି ଆସୁଛି । ଏହାର ସୁଯୋଗରେ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଓ ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ ମିଳିତଭାବେ ଟପ୍ ରେସଲରମାନଙ୍କର କ୍ୟାମ୍ପ ଆୟୋଜନ ଲାଗି ମନୋନିବେଶ କରିଛନ୍ତି । ଅଗଷ୍ଟ ପ୍ରଥମ ସପ୍ତାହ ଏହି କ୍ୟାମ୍ପ ଲାଗି
Read More...