କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଲେଖାଏଁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ଯୋଦ୍ଧା ଭାବରେ ସମ୍ମୁଖ ଭାଗରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ଗଣନା କରି କରୋନା କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ଅନୁକଂପା ସହାୟତା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଯାହା ଆଜି
Read More...

କମୁଛି ଗଞ୍ଜାମ, ବଢୁଛି ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ମିଳିଥିବା ଗ୍ରାଫରୁ ଜଣାପଡିଛି ଯେ, ହଟଚମଟ ସୃଷ୍ଟି କରିଥିବା ଗଞ୍ଜାମ ଜିଲ୍ଲାର ସ୍ଥିତି ଏବେ କରୋନା ସଂକ୍ରମଣରେ ସାମାନ୍ୟ ସୁଧାର ଆସିଛି । ଅର୍ଥାତ୍‌ ଗଞ୍ଜାମରେ କରୋନା କ୍ରମଶଃ କମୁଥିବା ବେଳେ ପଡୋଶୀ ଖୋର୍ଦ୍ଧା ଜିଲ୍ଲା ବିଶେଷକରି ଭୁବନେଶ୍ୱର
Read More...

କରୋନା ସଂକଟ ସମୟରେ କେଜ୍ରିୱାଲଙ୍କ ବଡ ଘୋଷଣା, ଦିଲ୍ଲୀରେ ଡିଜେଲ ଦର କମାଇଲେ

ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ଦିଲ୍ଲୀବାସୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଆଜି ଦିଲ୍ଲୀରେ ଡିଜେଲ ଦର କମାଇଛନ୍ତି । ଦିଲ୍ଲୀ ସରକାର ଡିଜେଲ ପ୍ରତି ଲାଗୁ ହୋଇଥିବା ଭାଟକୁ ୩୦ ପ୍ରତିଶତକୁ ୧୬.୭୫ ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
Read More...

ଆଇପିଏଲକୁ ନେଇ ଆସିଲା ବଡ ଖବର, ସ୍ଥଗିତ ହୋଇପାରେ ଫାଇନାଲ ମ୍ୟାଚ୍‌

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଚେୟରମ୍ୟାନ୍‌ ବୃଜେଶ ପଟେଲ ସ୍ପଷ୍ଟ କରିଥିଲେ ଯେ, ଚଳିତ ବର୍ଷ ଆଇପିଏଲ ୟୁଏଇରେ ୧୯ ସେପ୍ଟେମ୍ବରରୁ ୮ ନଭେମ୍ବର ମଧ୍ୟରେ ହେବ । କିନ୍ତୁ ତାଜ ଖବର ଅନୁଯାୟୀ ଆଇପିଏଲର ଫାଇନାଲ ମ୍ୟାଚ୍‌ ସ୍ଥଗିତ ହୋଇପାରେ । ରିପୋର୍ଟ
Read More...

ବଲାଙ୍ଗୀରକୁ ୪ଦିନିଆ ସଟଡ଼ାଉନ କଲେ ଜିଲ୍ଲାପାଳ

ବଲାଙ୍ଗୀର: ଗତ ତିନିଦିନରେ ୬୮ଜଣ କରୋନା ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ଅଂଚଳରେ ଜଣାପଡ଼ିବା ପରେ ଆଜି ୬ଜଣ ପଜିଟିଭ ବୋଲି ସୂଚନା ଦିଆଯାଇଛି । ଆଜି ମୋଟ ୪୦୬ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ୨୮୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୨୦ଜଣ ଚିକିତ୍ସିତ ହେଉଛନ୍ତି । ବଲାଙ୍ଗୀର ସହର ଓ ଜିଲ୍ଲାରେ
Read More...

ସୁନ୍ଦରଗଡ ଜିଲ୍ଲାରେ ପୁଣି ୭୪ କରୋନା ପଜିଟିଭ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ଜିଲ୍ଲାରେ ୫୯୦ ଜଣଙ୍କର ନମୁନା ପରିକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାର ସର୍ବାଧିକ କରୋନା ପଜିଟିଭ ରାଉରକେଲା ସହରରୁ
Read More...

ବିଶ୍ୱକପ୍‌ ୨୦୨୩ ପାଇଁ ନିର୍ଣ୍ଣାୟକ ହେବ ସୁପର ଲିଗ୍‌

ନୂଆଦିଲ୍ଲୀ: ଭାରତରେ ହେବାକୁ ଯାଉଥିବା ୨୦୨୩ ଦିନିକିଆ ବିଶ୍ୱକପ୍‌ ଲାଗି ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ସୁପରଲିଗ୍‌ ଏକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ । ଏହି ଚାମ୍ପିଅନ୍‌ଶିପ୍‌ରୁ ବିଶ୍ୱକପ୍‌ରେ କେଉଁ କେଉଁ ଦଳ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ ତାହା ସ୍ଥିର କରାଯିବ ।
Read More...

ପ୍ରିନ୍ସପାଲ ସିଂ ଜି-ଲିଗ୍‌ ଖେଳିବାରେ ଚତୁର୍ଥ ଭାରତୀୟ

ନୂଆଦିଲ୍ଲୀ: ଭାରତର ପ୍ରିନ୍ସିପାଲ ସିଂ ଆମେରିକାର ପ୍ରସିଦ୍ଧ ଏନ୍‌ବିଏ ଜି-ଲିଗ୍‌ରେ ଖେଳିବାକୁ ମନୋନୀତ ହୋଇଛନ୍ତି । ଲୁଧିଆନାରେ ଏହି ୬ଫୁଟ ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ବାସ୍କେଟବଲ ଖେଳାଳି ଚତୁର୍ଥ ଭାରତୀୟ ଭାବେ ଏହି ସମ୍ମାନଜନକ ଲିଗ୍‌ ଖେଳିବାକୁ ମନୋନୀତ ହୋଇଛନ୍ତି । ତାଙ୍କ ପୂର୍ବରୁ
Read More...

ଦାରିଙ୍ଗବାଡ଼ିର ଦୁଇ କରୋନା ଯୋଦ୍ଧା

ଦାରିଙ୍ଗବାଡ଼ି : କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ଲକ୍‌ଡାଉନ କରାଯାଇଛି । ଏହି ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାର ବାଧ୍ୟକତାମୂଳକ କରିଛନ୍ତି । କିନ୍ତୁ ଏପରି କିଛି ସେବା ଅଛି ଯାହାକି ଅତ୍ୟନ୍ତ ଜରୁରୀ ।ସେ ସେବାରେ ନିୟୋଜିତ ଅଧିକାରୀମାନେ ନିଜ ଜୀବନକୁ
Read More...

ଆଜି ପୁଣି ୧୧ ରୋଗୀ ଚିହ୍ନଟ, ମୋଟ ୪୬୩ ରେ ପଂହଚିଲା ପଜିଟିଭଙ୍କ ସଂଖ୍ୟା,୧ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କରୋନା ତାର ଧିରେ ଧିରେ କାୟା ବିସ୍ତାର କରିଚାଲିଛି । ଆଜି ପୁଣି ଜିଲ୍ଲାରେ ୧୧ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରୁ ୬ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ଅଛନ୍ତି । ୭ ଜଣ କରୋନା ପଜିଟିଭ ରୋଗୀ ଜି.ଉଦୟଗିରି ସବଜେଲରୁ ଚିହ୍ନଟ ହୋଇଥିବା ବେଳେ ୪
Read More...