ଆଜି ସମ୍ବଲପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ସ°ଖ୍ଯା ଶୂନ୍ୟ ସତ୍ତ୍ୱେ ସ୍ଥିତି ଉଦବେଗଜନକ
ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଲାରେ କରୋନା ପଜିଟିଭ ରୂପେ ଚିହ୍ନଟ ହେବାର ସ°ଖ୍ଯା ଶୁନ ବୋଲି ଘୋଷଣା କରା ଯାଇଛି । ଏଣୁ ତାଜା ସ୍ଥିତି ଅନୁସାରେ ଏପର୍ଯ୍ୟନ୍ତ ଜିଲ୍ଲା ରେ ପଜିଟିଭ ଚିହ୍ନଟଙ୍କ ମୋଟସ°ଖ୍ଯା ଅପରିବର୍ତ୍ତିତ ହୋଇ ୨୮୧ ରହିଛି । ଏମାନଙ୍କ ମଧ୍ୟରୁ ୧୬୩ଜଣ ସୁସ୍ଥ ହୋଇ ଘରକୁ ଫେରିବା!-->…
Read More...
Read More...