୧୦୨କେଜି ଗଞ୍ଜେଇ ସହ କାର ଜବତ ଜଣେ ଗିରଫ
ଫୁଲବାଣୀ,୧୧/୭- ଫିରିଙ୍ଗିଆ ଥାନା ଅଧୀନରେ ଥିବା ମାଝିପଡା ଠାରେ ଏକ ସ୍ୱଫ୍ଟ ଡ଼ିଜୟାର ଗାଡ଼ିରୁ ୧୦୨ କେଜି ଗଞ୍ଜେଇ ସହିତ ଜଣେ ଗଂଜେଇ ମାଫିଆକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଜିଲ୍ଲାର ତିଗିରିଆ ଅଞ୍ଚଳରେ ଥିବା ମାନେଶ୍ୱରପଡା ଗ୍ରାମର ପ୍ରତାପ ନାୟକ(୩୦), ଗିରଫ!-->…
Read More...
Read More...