ଏବେ ବି ବଞ୍ଚି ରହିଛି ତାଳ ପତ୍ର ତଲାରୀର ଚାହିଦା
ପାରଳାଖେମୁଣ୍ଡି: ବର୍ତ୍ତମାନ ଶ୍ରାବଣ ମାସରେ ଧାରା ଶ୍ରାବଣ ଝିପିଝିପି ବର୍ଷାରେ ଚାଷୀଟିଏ ନିଜ କ୍ଷେତରେ ଧାନ ଲଗାଇବା ସକାଶେ ଚାଷକାର୍ଯ୍ୟ ଆରମ୍ଭ କରିଛି । ଝିପି ଝିପି ବର୍ଷା ସକାଶେ ମୁଣ୍ଡରେ ତଲାରୀ ବାନ୍ଧି ଚାଷଗୀତ ଗାଇ ନିଜର କ୍ଷେତ ଚାଷ କରିଥାଏ ।କେତେବେଳେ ମୌସୁମୀର ଲୁଚକାଳି ଖେଳରେ!-->…
Read More...
Read More...