ଆଜି ୬ଟି ନୂଆ ପଜିଟିଭ ଚିହ୍ନଟ ସହ ସମ୍ବଲପୁରରେ ମୋଟ ସଂଖ୍ୟା ହେଲା ୧୦୪ ଭିସୁଟରେ ଗୋଷ୍ଠୀ ସଂକ୍ରମଣ ବଢିବାରୁ ଛନକା
ସମ୍ବଲପୁର,୭/୭- ଆଜି ୬ଜଣ ନୂଆ ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ ମୋଟ ସଂଖ୍ୟା ଶତକ ପାର୍ କରିବା ସହିତ ୧୦୪ରେ ପହଞ୍ଚିଛି । ଗତ ତିନି ଦିନ ହେଲା ଏହି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟାରେ ନିରନ୍ତର ବୃଦ୍ଧି ସହିତ ଗୋଷ୍ଠୀ ସଂକ୍ରମଣ ମାମଲା ମଧ୍ୟ ଦେଖାଦେଇଛି, ଯାହାକି ପୂର୍ବରୁ!-->…
Read More...
Read More...