ଲକଡାଉନରେ ପୁଅ ସହ ଚେସ୍ ଖେଳୁଛନ୍ତି ହ୍ରିତିକ୍

ମୁମ୍ବାଇ : ଲକଡାଉନ ଯୋଗୁଁ ବର୍ତ୍ତମାନ ସମସ୍ତେ ନିଜ ଘରେ ଭିତରେ ଆବୋଧ । ତେଣୁ ଏହି ସମୟକୁ ଲୋକମାନେ ଭିନ୍ନ ଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବେ ଲକଡାଉନ ସମୟରେ ତାଙ୍କର ଅତିପ୍ରିୟ ଖେଳ ଚେସ୍ ଖେଳୁଛନ୍ତି । ନିଜ ପୁଅ ସହ ସେ ଭିନ୍ନ ଭିନ୍ନ ସମୟରେ
Read More...

ବିଭିନ୍ନ ଦେଶକୁ ପାରାସିଟାମଲ ପଠାଇବ ଭାରତ : କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା

ନୂଆଦିଲ୍ଲୀ : ଦେଶରେ କରୋନା ରୋଗୀ ଓ ମୃତକଙ୍କ ସଂଖ୍ୟା ବଢୁଥିବା ବେଳେ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଭାରତ ସରକାର କରୋନାର ମୁକାବିଲା ପାଇଁ ବିଭିନ୍ନ ଦେଶକୁ ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହୃତ ଔଷଧ ଯୋଗାଇ ଦେବ । ଏହି ଔଷଧ ଗୁଡିକ ମଧ୍ୟରେ ପାରାସିଟାମଲ ଓ
Read More...

ହ୍ୱାଟସ୍‌ଆପ୍‌ରେ ଲାଗିଲା ନୂଆ ନିୟମ

କରୋନା ଭଳି ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ହ୍ୱାଟସ୍‌ଆପ୍ ଜରିଆରେ କେତେକ ଖଳ ପ୍ରକୃତିର ଲୋକ ମିଥ୍ୟା ଖବର, ଗୁଜବ ଆଦି ବିଭିନ୍ନ ଆଡକୁ ପ୍ରସାରିତ କରି ଭ୍ରମ ସୃଷ୍ଟି କରୁଛନ୍ତି । ଏହାକୁ ନଜରରେ ରଖି ହ୍ୱାଟସ ଆପ୍‌ର ପୂର୍ବ ନିୟମକୁ ଭଙ୍ଗ କରି ନୂତନ ନିୟମ ପ୍ରଣୟନ କରିଛି
Read More...

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ପି ଚିଦାମ୍ବରମ

ନୂଆଦିଲ୍ଲୀ :କୋଭିଡ୍‌-୧୯ ଭାଇରସ୍‌ ମୁକାବିଲା ନେଇ ସରକାରଙ୍କ ସମସ୍ତ ପ୍ରୟାସକୁ ସମର୍ଥନ ଦେବବୋଲି ପୂର୍ବରୁ କଂଗ୍ରେସ କହି ସାରିଛି । ଏମିତିରେ ସୋମବାର କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ପ୍ରଧାନମନ୍ତ୍ରୀଙ୍କଦ୍ୱାରା କରୋନା ମହାମାରୀକୁ ନେଇ ଗତ ଦିନରେ ବିରୋଧୀ ଦଳ ନେତାଙ୍କ ସହ
Read More...

ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌-୧୯ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ି ବଢ଼ି ଚାଲିଛି । ଯାହା କେବଳ ସରକାରଙ୍କ ପାଇଁ ନୁହେଁ, ଜନସାଧାରଣଙ୍କ ମଧ୍ୟରେ ମଧ୍ୟ ପ୍ରବଳ ଚିନ୍ତା ରହିଛି । ଗତକାଲି କେନ୍ଦ୍ରାପଡ଼ାରୁ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଭୁବନେଶ୍ୱର ୟୁନିଟ୍‌-୪
Read More...

ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ୭୨ ବର୍ଷୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତା\'ର ଟ୍ୱିଟର ହ୍ୟାଣ୍ଡେଲରେ ମାତ୍ର ପାଞ୍ଚ ମିନିଟ୍ ତଳେ ଏହା ଦର୍ଶାଇଛି । ମୃତକ ଜଣକ ହେଉଛନ୍ତି ଭୁବନେଶ୍ୱର-କଟକ ରୋଡ୍‌ସ୍ଥିତ ଝାରପଡ଼ା
Read More...

ଅମାନିଆଙ୍କୁ ସଚେତନ କରୁଛି ପ୍ରଶାସନ : ୧୭ବାଇକ ଜବତ, ୨୨ହଜାର ୫ଶହଟଙ୍କା ଫାଇନ ଆଦାୟ

ବୌଦ୍ଧ,: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗତକାଲି ନିୟମକୁ ଆହୁରି କଡାକଡି କରାଯାଇଛି । ସରକାରୀ ନିୟମ ଅନୁଯାୟୀ ଆଜିଠାରୁ ବୌଦ୍ଧଜିଲ୍ଲାରେ ବାଇକ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବାକୁ ସକାଳ ୬ଟାରୁ ୧୧ଟା
Read More...

ଏଣିକି କରୋନା ମୁକାବିଲାରେ ସହାୟତା କରିବେ ଶିକ୍ଷକ/ଶିକ୍ଷୟତ୍ରୀ

ବୌଦ୍ଧ : ଏଣିକି ଶିକ୍ଷକ, ଶିକ୍ଷୟତ୍ରୀମାନେ ମହାମାରୀ କରୋନାକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ମୁତୟନ ହେବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ବୌଦ୍ଧ ଜିଲ୍ଲାପାଳ ଏକ ଆଦେଶ ଜାରୀ କରିଥିବା ଜଣାପଡିଛି । କେଉଁ ଶିକ୍ଷକ କେଉଁ ଗ୍ରାମରେ କ'ଣ କ'ଣ କାମ କରିବେ ସେ
Read More...

କେବଳ କୋଭିଡ୍‌-୧୯ ହସ୍ପିଟାଲରେ ହେବ କରୋନା ଚିକିତ୍ସା

ଭୁବନେଶ୍ୱର : କେବଳ କୋଭିଡ୍‌-୧୯ ହସ୍ପିଟାଲରେ ହେବ କରୋନା ଚିକିତ୍ସା । ଏହା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଡକାଇ ସେ କହିଥବଲେ ଯେ, ରାଜ୍ୟର ୭ଟି କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତ ହୋଇଗଲାଣି । ଏଥିରେ ପାଖାପାଖି ୧୩୫୦ ବେଡ୍ ଓ
Read More...

ସ୍ବୟଂ ସହାୟକ ଗୋଷ୍ଠୀ ସାହାଯ୍ୟରେ ମାସ୍କ ଉତ୍ପାଦନ

ସମ୍ବଲପୁର :ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅଧିସୂଚନା ଜାରି କରି ଜନସାଧାରଣ ଙ୍କ ପାଇଁ ଘରବାହାରେ ମାସ୍କ ପିନ୍ଧିବା ବାଧ୍ଯ କରି ଦିଆଯାଇଛି, ଯାହାକି ଆଗାମୀ ୯ମାର୍ଚ୍ଚ ସକାଳ ୭ଟାରୁ ଲାଗୁ କରାଯାଉଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ନିଜ ତରଫରୁ ସକ୍ରିୟତା ଦର୍ଶାଇ
Read More...