ଦାରିଙ୍ଗବାଡ଼ି ରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ
ଦାରିଙ୍ଗବାଡ଼ି ୨୬/୭: ଦାରିଙ୍ଗବାଡ଼ି ରେ ଆରମ୍ଭ ହୋଇଛି ଡୋରଟୁ ଡୋର ସର୍ଭେ l ଦାରିଙ୍ଗବାଡ଼ିର ସମସ୍ତ ୱାର୍ଡ ରେ ଘରକୁ ଘର ବୁଲି ମେଡିକାଲ ଟିମ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି l ପ୍ରତି ୱାର୍ଡ ପାଇଁ ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟ କର୍ମୀଙ୍କ ଟିମ ଗଠନ କରାଯାଇଛି l ଟିମ ରେ ଜଣେ ଏଏନଏମ୍!-->…
Read More...
Read More...