ବିନା କାଗଜପତ୍ର ଚାଲୁଛି ଲୋଡର, ପୁଲିସ୍ ଆଦାୟକଲା ୭୦ ହଜାର ଜୋରିମାନା
ଯୋଡା: ଖଣି ଅଞ୍ଚଳରେ ଅଧିକାଂଶ ଲୋଡର ବିନା କାଗଜପତ୍ରରେ ଚାଲୁଥିବା ଜଣାପଡିଛି । ଗୁରୁବାର ସନ୍ଧ୍ୟାରେ ବାଂଶପାଣି ଠାରେ ଏକ ପ୍ଲଟରେ ଲୁହା ପିଲେଟ ବୋଝେଇ କରୁଥିବା ଏକ ଲୋଡରକୁ ଯୋଡା ପୁଲିସ, ବଡବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏ.ଆର.ଟି.ଓ) ଜବତ କରି ୭୦ ହଜାର ୮ଶହ ୨୫ ଟଙ୍କା!-->…
Read More...
Read More...