୨୪ ଘଣ୍ଟା ନପୁରୁଣୁ ନିଷ୍ପତ୍ତି ବିରୋଧରେ ଗଲା ଚୀନ୍‌

ନୂଆଦିଲ୍ଲୀ : ସୀମା ସମସ୍ୟାର ସମାଧାନ ପାଇଁ ହୋଇଥିବା ଆଲୋଚନାକୁ ୨୪ ଘଣ୍ଟା ନପୁରୁଣୁ ଚୀନ୍ ପୁଣି ସୀମାନ୍ତରେ ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟ କରିଛି । ସୀମାନ୍ତରେ ଚୀନ୍ ସୈନ୍ୟଙ୍କ ଗତିବିଧି ସକ୍ରିୟ ହୋଇଥିବା ଲକ୍ଷ୍ୟ କରାଯାଇଛି । ତା\'ସାଙ୍ଗକୁ ଚୀନ୍ ସୀମାନ୍ତରେ ସେନା ହେଲିକପ୍ଟର
Read More...

ନ୍ୟୁଜିଲ୍ୟାଣ୍ଡରେ ଅଧିକାଂଶ କଟକଣା କୋହଳ ହେଲା

ୱିଲିଙ୍ଗଟନ : ନ୍ୟୁଜିଲ୍ୟାଣ୍ଡ ସରକାର ଦେଶରେ ପୂର୍ବରୁ ଜାରି ହୋଇଥିବା ଲକ୍‌ଡାଉନ୍ କଟକଣାକୁ ବହୁମାତ୍ରାରେ କୋହଳ କରିଦେଇଛନ୍ତି । ଲକ୍‌ଡାଉନ୍ ଯୋଗୁଁ ଷ୍ଟାଡ଼ିୟମଗୁଡ଼ିକ ବନ୍ଦ ରହିଥିଲା । ସବୁ ପ୍ରକାର ମ୍ୟାଚ୍ ସ୍ଥଗିତ ରହିଥିଲା । ତେବେ ସୋମବାର ଷ୍ଟାଡ଼ିୟମ ଖୋଲିବା ପାଇଁ ଅନୁମତି ଦିଆଯିବା ସହ
Read More...

ସାମାଜିକ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଜୋଫ୍ରାଙ୍କ ଆହ୍ୱାନ

ଲଣ୍ଡନ : ଆମେରିକାରେ ଜଣେ କୃଷ୍ଣକାୟ ନାଗରିକ ପୁଲିସ୍‌ର ବର୍ବର କାର୍ଯ୍ୟ ଦ୍ୱାରା ପ୍ରାଣ ହରାଇବା ଘଟଣା କେବଳ ସାଧାରଣ ଜନତା ନୁହେଁ, ସମଗ୍ର କ୍ରୀଡ଼ା ଜଗତକୁ ମଧ୍ୟ ଆନ୍ଦୋଳିତ କରିଛି । ବହୁ କ୍ରୀଡ଼ା ବ୍ୟକ୍ତିତ୍ୱ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏହା ବିରୋଧରେ ଅନ୍ତର୍ଜାତୀୟସ୍ତରୀୟ
Read More...

କରୋନା ସଚେତନତା କରିବା ସକାଶେ ୱାର୍ଡ଼ସ୍ତରୀୟ କମିଟି ଗଠନ ନେଇ ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟର ସଭାଗୃହରେ ୱାର୍ଡ଼ କମିଟି ଗଠନ କରାଯାଇ କୋଭିଡ-୧୯ ଉପରେ ସଚେତନତା କରାଯିବ ସେଥିନେଇ ଏକ ବୈଠକ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି
Read More...

ଆମ୍ବୁଲାନ୍ସ-କାର ମୁହାଁମୁହିଁ ଧକ୍କା, ୩ ଗୁରୁତର

ଆଠମଲ୍ଲିକ:ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ କୁଣ୍ଡାଝରି ଗ୍ରାମ ନିକଟରେ ଆଜି ସକାଳୁ ସକାଳୁ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଯାଇଛି । ଅନଗୁଳରୁ ଆଠମଲ୍ଲିକ ଆସୁଥିବା ୧୦୮ ଆମ୍ବୁଲାନ୍ସ ଆଠମଲ୍ଲିକ ବିନିକେଇରୁ ଯାଉଥିବା ଏକ ଇଣ୍ଡିକାକାରକୁ କୁଣ୍ଡାଝରି ନିକଟରେ ସମ୍ମାସାମ୍ନି ଧକ୍କା
Read More...

ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀ ସଂଖ୍ୟା ୧୭ରେ ପହଞ୍ଚିଲା

ସମ୍ବଲପୁର: ଆଜି ଆଉ ଏକ କରୋନା ପଜିଟିଭ ଚିହ୍ନଟ ହେବାପରେ ସମ୍ବଲପୁର ଜିଲ୍ଲାରେ ମୋଟସଂଖ୍ୟା ୧୭ରେ ପହଞ୍ଚିଛି । ଏହି ବାବଦରେ ଜିଲ୍ଲା ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ୨୪ ବର୍ଷୀୟା ଜଣେ ମହିଳାଙ୍କୁ କରୋନା ପଜିଟିଭ ରୂପେ ଚିହ୍ନଟ କରାଯାଇଛି । ସେ କଲିକତାରୁ ଗତ ୩ଜୁନ ଏଠାକୁ
Read More...

ସମ୍ବଲପୁର-ଖୋର୍ଦ୍ଧାରୋଡ ଇଣ୍ଟରସିଟି ଟ୍ରେନ ଆଜିଠୁ ଆରମ୍ଭ ହେଲା

ସମ୍ବଲପୁର: ଲକଡାଉନ ୫.୦ ଓ ଅନଲକ ୧.୦ ଅନୁସାରେ ଆଜିଠାରୁ ସକାଳୁ ସମ୍ବଲପୁରରୁ ରାଜଧାନୀ ଭୁବନେଶ୍ୱର ଦେଇ ଖୋର୍ଦ୍ଧାରୋଡ ପର୍ଯ୍ୟନ୍ତ ଇଣ୍ଟରସିଟି ରେଳ ଚଳାଚଳ ଆରମ୍ଭ ହୋଇଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଥିବାରୁ ଏହି ଟ୍ରେନ ବର୍ତ୍ତମାନ ପୁରୀ ପର୍ଯ୍ୟନ୍ତ ନଯାଇ
Read More...

ମା’ର ନିଖୋଜ ପରେ ବେସାହାରା ହେଲେ ଦୁଇଝିଅ

ବୌଦ୍ଧ:ଗତ ୪ତାରିଖ ଦିନ ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ହରଭଙ୍ଗା ଥାନା କୋଡାସିଙ୍ଗା ଗ୍ରାମର ମମତା ବେହେରାଙ୍କ ଫେରିବା ବାଟକୁ ଲୋତକ ଭରା ଆଖିରେ ଅନାଇ ରହିଛନ୍ତି ଦୁଇଝିଅ ରୋହିଣୀ ଆଉ ଶ୍ରାବଣୀ । କିଛି ବର୍ଷ ତଳେ ତିନି ମାଆଝିଅଙ୍କୁ ଛାଡି ଅନ୍ୟଜଣେ ସ୍ତ୍ରୀଙ୍କ ସହ ଚାଲିଯାଇଥିଲେ
Read More...

କିଛି ବି ମୌଳିକ ସୁବିଧା ନଥିବା ଗାଁ ଗୁନିଗାନି

ବୌଦ୍ଧ : ସ୍ୱାଧୀନତାର ୭୩ବର୍ଷ ପରେ ମଧ୍ୟ ଏମିତି ଗାଁ ରହିଛି ଯେଉଁଠି ଲୋକଙ୍କୁ ଉପଲବ୍ଧ ହୋଇପାରୁନାହିଁ ସର୍ବନିମ୍ନ ମୌଳିକ ସୁବିଧା । ବୌଦ୍ଧ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨୫ କିଲୋମିଟର ଦୂରରେ ବୌଦ୍ଧ ବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତର ସମାପାଜୁ ନିକଟ ଗୁନିଗାନି ଗାଆଁର ଅବସ୍ଥା ଏମିତି ।
Read More...

ଆଗ ବିଲ୍ ପରେ ଲେଖାହେଉଛି ସୂଚନା ଫଳକ !

ବୌଦ୍ଧ:- ବିଭିନ୍ନ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଆଣିବାପାଇଁ ସରକାର ନିର୍ମାଣକାର୍ଯ୍ୟ ଆରମ୍ଭ ହେବା ସମୟରେ ପ୍ରକଳ୍ପର ସମସ୍ତ ସୂଚନା ଜନସାଧାରଣଙ୍କୁ ଫଳକରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଠିକାଦାର ନିର୍ମାଣ ସ୍ଥାନରେ ଫଳକ ମାରିବା ବାଧ୍ୟତାମୂଳକ ବୋଲି କହୁଥିଲେ ମଧ୍ୟ ତାର
Read More...