ବଲିଉଡର ପାକିସ୍ତାନୀ ଲିଙ୍କ୍ ନେଇ ତଥ୍ୟ ଦେଲେ ବୈଜୟନ୍ତ
ଭୁବନେଶ୍ୱର ୨୨ ।୭: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖୁପାତ୍ର ବୈଜୟନ୍ତ ପଣ୍ଡା ଆଜି ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବୈଜୟନ୍ତ ଯେଉଁ ତଥ୍ୟ ରଖିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତର ପାଣିପବନରେ ବଢି କିଛି ବଲିଉଡ ବ୍ୟକ୍ତିତ୍ୱ ପାକିସ୍ତାନ!-->…
Read More...
Read More...