ଲୋକପ୍ରିୟତାର ଶୀର୍ଷରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଲୋକପ୍ରିୟତାର ଶୀର୍ଷରେ ସ୍ଥାନ ପାଇଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ଓ ସି-ଭୋଟର୍ସ ସର୍ଭେ ନବୀନଙ୍କ ବ୍ୟକ୍ତିତ୍ୱକୁ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣିତ କରିଛନ୍ତି । ଦେଶ କରୋନା ସହିତ ଲଢୁଥିବା ବେଳେ ସି-ଭୋଟର୍ସ ସର୍ଭେ
Read More...

ପୁଣି ୮୦ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ରାଜ୍ୟ ପାଇଁ ପୁଣି ଖୁସି ଖବର ମିଳିଛି । କରୋନା ଆକ୍ରାନ୍ତ ପଜିଟିଭ ସଂଖ୍ୟା ପ୍ରତିଦିନ ବଢିଚାଲିଥିବା ବେଳେ ପ୍ରତିଦିନ ମଧ୍ୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଥିବା ଖବର ମିଳୁଛି । ଏହି କ୍ରମରେ ଆଜି ୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କୁ
Read More...

ସମ୍ବଲପୁରରେ ୧୨ତମ କରୋନା ରୋଗୀ ଚିହ୍ନଟ

ସମ୍ବଲପୁର :ଆଜି ସମ୍ବଲପୁରରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଏହି ଜିଲ୍ଲା ରେ ସର୍ବମୋଟ ସଂଖ୍ୟା ୧୨ରେ ପହଞ୍ଚିଛି । ଏହାସହିତ ୫ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି ଓ ସକ୍ରିୟ ରୂପେ ୭ଟି ପଜିଟିଭ ମାମଲା ଚିକିତ୍ସାଧୀନ ରହିଛି । ଆଜି ଜଣେ ୨୦ବର୍ଷୀୟ ଯୁବକକୁ କରୋନା ପଜିଟିଭ ରୂପେ
Read More...

୧୭ରେ ୫ ଅସ୍ଥାୟୀ ସଦସ୍ୟଙ୍କ ପାଇଁ ଭୋଟ

ନ୍ୟୁୟର୍କ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଖାଲି ପଡ଼ିଥିବା ୫ଟି ଅସ୍ଥାୟୀ ସଦସ୍ୟଙ୍କ ପାଇଁ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି । ଆସନ୍ତା ୧୭ ତାରିଖରେ ଭୋଟଗ୍ରହଣ ହେବ । ଫ୍ରାନ୍ସ ବର୍ତ୍ତମାନ ନିରାପତ୍ତା ପରିଷଦର ସଭାପତି ଅଛି । ତେଣୁ ଫ୍ରାନ୍ସ ଅଧ୍ୟକ୍ଷତାରେ ଏହି ଭୋଟଗ୍ରହଣ ହେବ
Read More...

୨ ଲକ୍ଷର ଦ୍ୱାରଦେଶରେ ଭାରତ

ନୂଆଦିଲ୍ଲୀ : ଭାରତ କ୍ରମଶଃ ବିଶ୍ୱର କେତେକ କରୋନା ପ୍ରଭାବିତ ଦେଶଙ୍କୁ ପଛରେ ପକାଇ ସଂକ୍ରମଣ ତାଲିକାର ଉପରକୁ ଉଠିଚାଲିଛି । ଦୈନିକ ସଂକ୍ରମଣ ଏବେ ୮ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ହଜାର ୧୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦେଶର ମୋଟ ଆକ୍ରାନ୍ତଙ୍କ
Read More...

ଆସାମରେ ବଡ଼ ଧରଣର ଭୂସ୍ଖଳନ: ୨୦ ମୃତ, ଅନେକ ଆହତ

ଦିସପୁର : ଆସାମରେ ଆଜି ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି । ରାଜ୍ୟର ଦିସପୁର ଜିଲ୍ଲାରେ ହୋଇଥିବା ଏହି ଅଘଟଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଆହୁରି ଅସଂଖ୍ୟ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତି ଗୁରୁତର । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକମାନଙ୍କୁ
Read More...

ଅସହାୟଙ୍କୁ ଖାଦ୍ୟ ଓ ମାସ୍କ ବାଣ୍ଟିଲେ ସାମି

ନୂଆଦିଲ୍ଲୀ : ଲକ୍‌ଡାଉନ୍ ଯୋଗୁଁ ଅସୁବିଧାରେ ଥିବା ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ କ୍ରିକେଟର ମହମ୍ମଦ ସାମି । ଲକ୍‌ଡାଉନ୍ ସମୟରେ ବର୍ତ୍ତମାନ କୌଣସି କ୍ରିକେଟ୍ କାର୍ଯ୍ୟକ୍ରମ ନାହିଁ । ତେଣୁ ସେ ଏହି କାମକୁ ଲୋକଙ୍କ ସେବାରେ ନିୟୋଜିତ କରିଥିଲେ । ଉତ୍ତରପ୍ରଦେଶର ବିଭିନ୍ନ
Read More...

ଜାତିଆଣ ମନ୍ତବ୍ୟକୁ ନେଇ ବିବାଦରେ ଯୁବରାଜ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂ ଏବେ ତାଙ୍କର ଏକ ଜାତିଆଣ ମନ୍ତବ୍ୟକୁ ନେଇ ଅଡୁଆରେ ପଡ଼ିଛନ୍ତି । ମଙ୍ଗଳବାର ତାଙ୍କର ଏକ ଭିଡ଼ିଓ କ୍ଲିପ୍ ସୋଶିଆଲ୍ ମିଡ଼ିଆରେ ଦେଖିବାକୁ ମିଳିଥିଲା । ସେହି ଭିଡ଼ିଓରେ ରୋହିତ ଶର୍ମା ମଧ ଥିଲେ । ସେଥିରେ ଯୁବରାଜ ଜୁଜୁଭେନ୍ଦ୍ର ଚହଲଙ୍କ
Read More...

ଦୀର୍ଘଦିନ ପରେ ପଡ଼ିଆକୁ ଫେରିଲେ ହକି ଟିମ୍‌

ନୂଆଦିଲ୍ଲୀ : ଦୀର୍ଘ ୭୦ ଦିନର ବ୍ୟବଧାନ ପରେ ହକି ଖେଳାଳିମାନେ ଷ୍ଟାଡ଼ିୟମକୁ ଫେରିଛନ୍ତି । ଭାରତୀୟ ହକି ଟିମ୍‌ର ସଦସ୍ୟମାନେ ଷ୍ଟାଡ଼ିୟମରେ ଖୁବ୍ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଥିଲା । ସେମାନେ ସାମାଜିକ ଦୂରତା ନିୟମ ପାଳନ କରି ଅଭ୍ୟାସ କରିଥିଲେ । ମାର୍ଚ୍ଚ ୨୫ ତାରିଖରୁ ଲକଡାଉନ୍ ଜାରି
Read More...

କିଆକଟା ଅଞ୍ଚଳରେ ଝଡତୋଫାନ ଓ ବର୍ଷା, ବ୍ୟାପକ କ୍ଷୟକ୍ଷତି

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତରେ ମଙ୍ଗଳବାର ଝଡତୋଫାନ ଓ ବର୍ଷା ହୋଇଛି । ଏହାଦ୍ୱାରା ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । କିଆକଟା ପଞ୍ଚାୟତର କିଆକଟା, କାଦପଡା, ବାଙ୍କପାଳ, ନୂଆପଡା, ନାଏକପଡା, ଶଙ୍ଖାମାଳ ଆଦି ଗ୍ରାମରେ ବ୍ୟାପକ
Read More...