ବିଦ୍ୟୁତ୍ ଆଘାତରେ ଯୁବକ ମୃତ
ବୌଦ୍ଧ -ମନମୁଣ୍ଡା ଥାନା ବିଲାସପୁର ଗ୍ରାମ ପଂଚାୟତର ବଡ଼ ରାହାଜୋର୍ ଗ୍ରାମରେ ଆଜି ଅପରାନ୍ହ ସମୟରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଆଜି ଅପରାହ୍ନ ଘ 3. 30 ମିନିଟ ସମୟରେ ନିଜ ଘରେ କୌଣସି ପ୍ରକାରେ ବଡ଼ ରାହାଜୋର୍ ଗ୍ରାମର ସୁବାସ!-->!-->!-->…
Read More...
Read More...