ମନମୁଣ୍ଡାରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା
ବୌଦ୍ଧ,୧୨/୭ - ମହାନଦୀ ଓ ତେଲ ନଦୀ ମନମୁଣ୍ଡା ନିକଟରେ ଏକାଠି ମିଶିଛନ୍ତି କିନ୍ତୁ ଦୁଃଖର କଥା ଯେ ମନମୁଣ୍ଡାବାସୀ ପାନୀୟ ଜଳ ସମସ୍ୟା ପାଇଁ କଷ୍ଟ ଭୋଗୁଛନ୍ତି । ନଦୀରେ ଜଳ ଅଛି, ପାଇପ ବି ପୋତା ଯାଇଛି,୨୫ ବର୍ଷ ହେଲା ଜଳଯୋଗାଣ ପ୍ରକଳ୍ପ ମଧ୍ୟ ଅଛି କିନ୍ତୁ ଜଳଯୋଗାଣ କେବେ ମଧ୍ୟ ଶ୍ୃଙ୍ଖଳିତ!-->…
Read More...
Read More...