ପାଞ୍ଚ ବର୍ଷ ହେଲା ଅନ୍ଧାରରେ ଫୁରୁଡା ଗ୍ରାମବାସୀ
ବୌଦ୍ଧ,୧୧/୭ - ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ପାଞ୍ଚ ବର୍ଷ ଧରି ଅନ୍ଧାରରେ ଅଛନ୍ତି ବଉଦ ବ୍ଲକ୍ ଟିକରପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଫୁରୁଡା ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଆଜକୁ ପାଞ୍ଚ ବର୍ଷ ତଳେ ଗ୍ରାମରେ ଥିବା ବିଦ୍ୟୁତ୍ ସବ୍ ଷ୍ଟେସନ ଟ୍ରାନ୍ସଫରମର କୌଣସି କାରଣରୁ!-->…
Read More...
Read More...