ଦାରିଙ୍ଗବାଡ଼ିରେ ୨ୟ ସପ୍ତାହ ସଟ୍ଡାଉନ୍, ରାସ୍ତାଘାଟ ଶୂନଶାନ ପୁଲିସ ପ୍ୟାଟ୍ରୋଲିଂ କଡ଼ାକଡ଼ି
ଦାରିଙ୍ଗବାଡ଼ି଼: କନ୍ଧମାଳ ଜିଲ୍ଳାରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଚଳିତ ମାସ ର ପ୍ରତି ଶନିବାର ଏବଂ ରବିବାର ଦୁଇ ଦିନକୁ ସମ୍ପୂର୍ଣ୍ଣ ସଟ୍ଡାଉନ ଘୋଷଣା କରାଯାଇଛି l ଆଜି ଚଳିତ ମାସର ୨ୟ ସପ୍ତାହନ୍ତ ସଟ୍ଡାଉନର ପ୍ରଥମ ଦିନରେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ରେ ସମସ୍ତ ପ୍ରକାର!-->…
Read More...
Read More...