ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା, ବୌଦ୍ଧରେ ପୁଣି ବାହାରିଲା ୭ ପଜିଟିଭ

ବୌଦ୍ଧ,୧୩/୭ - ଆଜି ୭ କରୋନା ପଜିଟିଭ ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ପୁର୍ବରୁ ୫୩ ଜଣ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇଥିବା ବେଳେ ଆଜିର ନୂତନ ୭ ପଜିଟିଭକୁ ମିଶାଇଲେ ମୋଟ୍ ପଜିଟିଭ ସଂଖ୍ୟା ୬୦ରେ ପହଞ୍ଚିଛି ।ପୂର୍ବରୁ ଗୋଟିଏ…
Read More...

ରାଜ୍ୟରେ ପୁଣି ୫୪୩ ନୂଆ ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆଜି ରାଜ୍ୟରେ ୫୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ଜଣ ଏହି ବିଶ୍ୱ ମହାମାରୀ ରୋଗରେ ମୃତ୍ୟୁବରଣ କରିଛନ୍ତି । ଏଥିସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ଆଜି…
Read More...

ରାତିସାରା ପ୍ରବଳ ବର୍ଷା, ଖାଲୁଆ ଅଂଚଳରେ ଘରେ ପଶିଲା ପାଣି

ବୌଦ୍ଧ,୧୪/୭ - ଗତ ରାତିରେ ହୋଇଥିବା ପ୍ରବଳ ବର୍ଷାରେ ବୌଦ୍ଧ ସହରରେ ଥିବା ଖାଲୁଆ ଅଂଚଳର ଘର ଗୁଡିକ ଭିତରକୁ ପାଣି ପଶିଥିବା ଦେଖିବାକୁ ମିଳିଛି । ସେହିପରି ବାପୁଜୀ ନଗର,ରାଜନପାଲି ନୂଆସାହି, ମାଳିସାହି, ବୁଟୁପାଲି ଅଂଚଳରେ ଥିବା ଖେତ ଗୁଡିକରେ ବର୍ଷାଜଳ ସକାଳୁ ନଦୀର ଭ୍ରମ ସୃଷ୍ଟି କରିଥିଲା…
Read More...

ଅଭିନବ ପ୍ରତିବାଦ : ରାସ୍ତାରେ ପଲ୍ହା ରୋଇଲେ ମହିଳା

ବୌଦ୍ଧ,୧୪/୭ - ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମରାମତି ନ ହେବାରୁ କଣ୍ଟାମାଳ ବ୍ଲକ୍ ସଦର ପଂଚାୟତ କଣ୍ଟାମାଳ ଅନ୍ତର୍ଗତ କାନିକୁପା ଗ୍ରାମର ମହିଳାମାନେ ପ୍ରଶାସନିକ ନିଷ୍କ୍ରିୟତାର ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ମୁଖ୍ୟ ରାସ୍ତା ଠାରୁ…
Read More...

ପଛକୁ ଫେରିଲା ଆମ୍ବୁଲାନସ, ବାଇକରେ ବୁହା ହେଲେ ଗୁରୁତର ରୋଗୀ !

ବୌଦ୍ଧ -ବୌଦ୍ଧ ଜିଲ୍ଲାର ଗ୍ରାମାଞ୍ଚଳର ରାସ୍ତାବାଟର ଅବସ୍ଥା ବର୍ଷା ଦିନେ ଯାହା ହେଉଛି ନ ଦେଖିବା ଲୋକ ବିଶ୍ବାସ କରିପାରିବେ ନାହିଁ l କେବଳ କିଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ରାସ୍ତାକୁ ଛାଡି ଦେଲେ ଅନ୍ୟ ରାସ୍ତା ଗୁଡିକରେ ବର୍ଷା ଚାରି ମାସ ଯାତାୟତ କରିବା କଷ୍ଟକର l…
Read More...

ଅସୁସ୍ଥ ପ୍ରବାସୀ ଶ୍ରମିକଙ୍କ ଅଧା ବାଟରେ ମୃତ୍ୟୁ

ବୌଦ୍ଧ,୧୩/୭ - ସୁଦୂର ତେଲେଙ୍ଗାନା ରାଜ୍ୟକୁ କାମ କରିବାକୁ ଯାଇ ଅସୁସ୍ଥ ହୋଇ ପଡିଥିବା ବୌଦ୍ଧ ସହରର ଜଣେ ଯୁବକ ଘରକୁ ଫେରୁଥିବା ବେଳେ ବାଲୁଗାଁ ନିକଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୁଟୁପାଲିରେ ଭଡାରେ ରହୁଥିବା ସ୍ୱର୍ଗତ ରାଧେଶ୍ୟାମ ଗିରିଙ୍କ ପୁଅ…
Read More...

ଅସୁସ୍ଥ ପ୍ରବାସୀ ଶ୍ରମିକଙ୍କ ଅଧା ବାଟରେ ମୃତ୍ୟୁ

ବୌଦ୍ଧ,୧୩/୭ - ସୁଦୂର ତେଲେଙ୍ଗାନା ରାଜ୍ୟକୁ କାମ କରିବାକୁ ଯାଇ ଅସୁସ୍ଥ ହୋଇ ପଡିଥିବା ବୌଦ୍ଧ ସହରର ଜଣେ ଯୁବକ ଘରକୁ ଫେରୁଥିବା ବେଳେ ବାଲୁଗାଁ ନିକଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୁଟୁପାଲିରେ ଭଡାରେ ରହୁଥିବା ସ୍ୱର୍ଗତ ରାଧେଶ୍ୟାମ ଗିରିଙ୍କ ପୁଅ…
Read More...

ସେବା ଫାଉଣ୍ଡେସନ ପକ୍ଷରୁ ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା

ଆଜି ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମଞ୍ଚେଶ୍ୱର ଥାନାଧିକାରୀ ଶ୍ରୀ ଜତୀନ୍ଦ୍ର ନାଥ ସେଠୀ, ସହ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଶତପଥୀ ଓ ଶ୍ରୀ ଷ୍ଟାଲିନ ବିଶ୍ୱାଳ ଙ୍କୁ କରୋନା ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଛି।ସେବା ଫାଉଣ୍ଡେସନ ର ଉପଦେଷ୍ଟା ଶ୍ରୀ ଅଶୀଳ କୁମାର…
Read More...

ଜଗତ ଜନନୀ ସର୍ଭିସେସ ଦ୍ୱାରା ନୂତନଖଣିର ଭୂମିପୂଜନ

ଯୋଡା,୧୩/୦୭: ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜୁରୁଡି ଲୌହ ଖଣିଟିର ଭୂମିପୂଜନ ଆଜି ନୂଆ ଖଣି ଲିଜ୍ ଧାରି ଜଗତ ଜନନୀ ସର୍ଭିସେସ ପ୍ରା. ଲି. ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ୭୭.୨୨୮ ହେକ୍ଟର ପରିମିତ ଲୌହ ଖଣିଟିରେ ୪.୭୯୫ ନିୟୁତ ମେଟ୍ରିକ ଟନ୍ ଲୁହାପଥର ଗଚ୍ଛିତ ଥିବା ଆକଳନ କରାଯାଇଛି ।…
Read More...

ବୌଦ୍ଧ ଜିଲ୍ଲା କୃଷି ଅଧିଦର୍ଶକ ସଂଘର କର୍ମକର୍ତ୍ତା ମନୋନୟନ

ବୌଦ୍ଧ,୧୩/୭ - ଆଜି ବୌଦ୍ଧ କୃଷି ବିଭାଗ ସଭାଗୃହରେ ବୌଦ୍ଧ ଜିଲ୍ଲା କୃଷି ଅଧିଦର୍ଶକ ସଂଘର ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଛି । ସଂଘର ସଭାପତି ଭାବେ ଶେଷଦେବ ସାମଲ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ବିଚିତ୍ର କୁମାର୍ ସାହୁ ଓ କୋଷାଧ୍ୟକ୍ଷ ଭାବରେ…
Read More...