ପୁଣି ଜଣେ କରୋନା ରୋଗୀ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ଆଉଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି । ଏହି ବ୍ୟକ୍ତିଜଣକ ରାଉରକେଲା ଅଞ୍ଚଳର ଅଟନ୍ତି । ଆରୋଗ୍ୟ ଲାଭକରିଥିବା ବ୍ୟକ୍ତିଜଣକ ୬୩ନମ୍ବର ଆକ୍ରାନ୍ତ ବୋଲି ଜଣାପଡ଼ିଛି ।
Read More...

ସୁରତ ଫେରନ୍ତାଙ୍କୁ ପୁରାଇ ନଦେବା ପାଇଁ ଲୋକେ ହେଲେଣି ସଜବାଜ, ବଢ଼ିଲା ଅଶାନ୍ତି

ଭୁବନେଶ୍ୱର: ଗତ କିଛିଦିନ ଧରି ପ୍ରବାସୀ ଓଡ଼ିଆ, ଯେଉଁମାନେ ଗୁଜୁରାଟର ସୁରତ ସହରରୁ ଓଡ଼ିଶା ଫେରୁଛନ୍ତି ସେମାନଙ୍କଠାରେ କରୋନା ପଜିଟିଭ୍ ଲକ୍ଷଣ ଅଧିକ ଦେଖାଯାଉଥିବାରୁ ତାଙ୍କୁ ଜିଲ୍ଲାରେ ଆଉ ନପୁରାଇ ଦେବା ପାଇଁ ଗଂଜାମବାସୀ ଚିନ୍ତା କଲେଣି । ଏହାକୁ ନେଇ ଆଜି ସୁରତ ଫେରନ୍ତାଙ୍କୁ ବିରୋଧ କରି
Read More...

ପୁରୀରେ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର: ଲକ୍‌ଡାଉନ୍‌-୩ର ଗାଇଡ୍‌ଲାଇନ୍ ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସବୁଜ ସଂକେତ ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ଆଜିଠାରୁ ଶ୍ରୀକ୍ଷେତ୍ର ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ମହାରଣା ସେବକମାନେ ପ୍ରଥମେ ରଥ ତୁମ୍ବ ପ୍ରସ୍ତୁତି ଆରମ୍ଭ
Read More...

ମହେନ୍ଦ୍ର ଗିରି ବନାଚଞ୍ଚଳ ତରଫରୁ ବାରର୍ଘଲା ଗ୍ରାମରେ କରୋନାକୁ ନେଇ ସଚେତନତା

ଗଜପତି ଜିଲ୍ଲା ମହେନ୍ଦ୍ର ଗିରି ବନାଞ୍ଚଳ ପକ୍ଷରୁ ବାର ବାରର୍ଘଲା ଗ୍ରାମ ଠାରେ ବାରର୍ଘଲା ବନ ସୁରକ୍ଷା ସମିତି ପକ୍ଷରୁ କରୋନା ଭୁତଣୁକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଜିଲ୍ଲା ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏହି ସଚେତନତା
Read More...

ପ୍ରାଣ ବିକଳରେ ଅସୁରକ୍ଷିତ ମୁମ୍ବାଇ ଯାତ୍ରା

ସମ୍ବଲପୁର : ଲକଡାଉନ ପରେ ଜୀବିକାର ସମସ୍ତ ପନ୍ଥା ବନ୍ଦ ହୋଇ ଯିବାରୁ ବାହାର ରାଜ୍ୟ ରୁ ଏଠାକୁ ଆସିଥିବା ଶ୍ରମିକଙ୍କ ପାଇଁ ଘରକୁ ଫେରିବା ଜୀବନମରଣ ର ସମସ୍ୟା ହୋଇଯାଇଛି । ସେମାନେ ଅବଶ୍ୟ କେହି ଭୋକରେ ରହୁ ନ ଥିଲେ, କିନ୍ତୁ ଅନ୍ୟର ଦୟାରେ ରହିବା ସେମାନଙ୍କ ସ୍ବାଭିମାନ କୁ ଆଘାତ କରୁଛି ଓ
Read More...

ଦେଶରେ ୫୬ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା , ଦିଲ୍ଲୀରେ ଗୋଟିଏ ଦିନରେ ୪୪୮ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : କରୋନା ଭାଇରସର ପ୍ରକୋପ କମିବାର ନା ଧରୁନାହିଁ । ଦେଶରେ ଲଗାତାର ଭାବେ କରୋନା ମାମଲା ବଢି ବଢି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ରିପୋର୍ଟ ମୁତାବକ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬,୩୪୨ରେ ପହଞ୍ଚିଛି । ଏଥିରୁ ୧,୮୮୬ ଲୋକଙ୍କ
Read More...

ଚିନ୍ତା ବଢାଇଲେ ସୁରତ ଫେରନ୍ତା : ରାଜ୍ୟରେ ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଗତ କିଛି ଦିନ ହେଲାଣି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ୍ ଲାଗୁନି । ଆଜି ପୁଣି ରାଜ୍ୟରେ ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡାରୁ ୫ ଓ ଭଦ୍ରକରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ
Read More...

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ବୌଦ୍ଧ : ମନମୁଣ୍ଡା-କଣ୍ଟାମାଳ ରାସ୍ତାର ମନମୁଣ୍ଡା ମଦଭାଟି ନିକଟରେ ଆଜି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ଆହତ ହେବା ସହିତ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା
Read More...

କଖାରୁ ବୋଝେଇ ଟ୍ରକ୍ ଓଲଟିଲା

ବୌଦ୍ଧ : ଆଜି ସଂଧ୍ୟା ଘ.୬.୩୦ମି. ସମୟରେ ଜାତୀୟ ରାଜପଥ ନଂ୫୭ର ବଦଲା ନିକଟରେ ଏକ କଖାରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ଜୟପୁରରୁ କଖାରୁ ବୋଝେଇ କରି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ-ନୟାଗଡ ଜିଲ୍ଲା ସୀମାନ୍ତ
Read More...

ରାଜ୍ୟରେ ଆଉ ୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ତିନି ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୯କୁ ବୃଦ୍ଧି ପାଇଛି । ସେହିପରି ଜଗତସିଂହପୁରରେ
Read More...