ରକ୍ତଦେଇ ୪ ବର୍ଷ ବୟସର ଥାଲାସେମିଆଁ ରୋଗୀର ଜୀବନ ବଞ୍ଚାଇଲେ ପୁଲିସ ଯବାନ
ଫୁଲବାଣୀ:କନ୍ଧମାଳ ପୁଲିସ୍ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟରତ ରୋନିତ୍ କୁମାର ବେହେରା ଜଣେ ୪ ବର୍ଷର (ଥାଲାସେମିଆଁ ରୋଗୀ) ଶିଶୁକୁ ରକ୍ତଦେଇ ଜୀବନ ବଂଚାଇଛନ୍ତି । କନେଷ୍ଟବଳ ଶ୍ରୀ ବେହେରା ଫୁଲବାଣୀ କୋଭିଡ଼୍ ହସପିଟାଲ୍ରେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ତେବେ ଏହି ସମୟରେ ନିକଟରେ ଥିବା!-->…
Read More...
Read More...