ବିନା କର୍ମୀରେ ଦୁଇ ବର୍ଷ ହେଲା ଚାଲିଛି ଅଂଗନବାଡି କେନ୍ଦ୍ର
ବୌଦ୍ଧ - ବୌଦ୍ଧ ବ୍ଲକ୍ ବଢିଗାଆଁ ଗ୍ରାମପଂଚାୟତ ଅନ୍ତର୍ଗତ ଗିରାସିଙ୍ଗା ଗ୍ରାମରେ ଥିବା ଅଂଗନବାଡି କେନ୍ଦ୍ର ରେ ଗତ ଦୁଇ ବର୍ଷ ଧରି ଅଂଗନବାଡି କର୍ମୀ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଅଭିଯୋଗ ଅନୁଯାୟୀ ଅଙ୍ଗନବାଡି କର୍ମୀ ବିବାହ ହୋଇ ସୋନପୁର ଜିଲ୍ଲାକୁ ଚାଲିଯାଇଛନ୍ତି l!-->!-->!-->…
Read More...
Read More...