ମାଛମରା ପାଇଁ ପୋଖରୀ ପାଣିକଟାକୁ ନେଇ ଅସନ୍ତୋଷ
ବୌଦ୍ଧ: କଣ୍ଟାମାଳ ବ୍ଲ ଅନ୍ତର୍ଗତ ବିଳାସପୁର ଗ୍ରାମପଞ୍ଚାୟତର ତାଳପଡା ଗ୍ରାମରେ ପୋଖରୀରୁ ପାଣି କାଟିବାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ପ୍ରବଳ ଖରାଯୋଗୁଁ ସମସ୍ତ ଜଳଉତ୍ସଗୁଡିକ ଶୁଖି ଯାଉଥିବାବେଳେ ମାଛ ମାରିବାପାଇଁ ପୋଖରୀର ପାଣି କଟାଯିବାକୁ ଗ୍ରାମବାସୀ ପ୍ରତିବାଦ କରିଛନ୍ତି ।
!-->!-->!-->!-->!-->…
Read More...
Read More...