ଫେରୁଛନ୍ତି ପ୍ରବାସୀ ଓଡିଆ : ଟିଟିଲାଗଡରେ ସକାଳ ୯ରୁ ରାତି ୧୨ ଯାଏଁ କର୍ଫ୍ୟୁ
ବଲାଙ୍ଗୀର : ଆଉ କିଛି ସମୟରେ ପ୍ରବାସୀ ଓଡିଆଙ୍କୁ ନେଇ ଟିଟିଲାଗଡ ଷ୍ଟେସନରେ ଟ୍ରେନ ପହଞ୍ଚିବ । ଏହାକୁ ଦୃଷ୍ଟି ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଟିଟିଲାଗଡ ସହରରେ ସକାଳ ୯ରୁ ରାତି ୧୨ ଯାଏଁ କର୍ଫ୍ୟୁ ଘୋଷଣା କରାଯାଇଛି । କରୋନାର ହଟ ଷ୍ଟେଟ କୁହାଯାଉଥିବା!-->…
Read More...
Read More...