ରବି ଫସଲ ପଞ୍ଜିକରଣ ସମୟସୀମା ଜୁଲାଇ ୩୦କୁ ବୃଦ୍ଧି
ଭୁବନେଶ୍ୱର : ରବି ୨୦୧୯-୨୦ ବର୍ଷରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀମାନଙ୍କଠାରୁ ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଉଛି । ଏଥି ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣର ସମୟସୀମାକୁ ଜୁଲାଇ ୩୦କୁ ବୃଦ୍ଧି କରାଯାଇଛି । କରୋନା ଭୂତାଣୁ ସଂକ୍ରମଣ!-->…
Read More...
Read More...