ଜିଲ୍ଲାରେ ୫ଟି ପଜିଟିଭ ଯୋଗୁଁ ପ୍ରଶାସନର କଡା ଆଭିମୁଖ୍ୟ : ଗତକାଲି ପରି ଆଜି ବଜାର ଛକରେ ଭିଡନାହିଁ
ସମ୍ବଲପୁର: ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଗତକାଲି ୫ ହୋଇଗଲା ପରେ ଆଜି ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ଓ ସାବିତ୍ରୀ ବ୍ରତ ପାଇଁ ବଜାର ଭିଡ ଉପରେ କଟକଣା ଜାରି କରାଯାଇଛି । ସେଥିପାଇଁ ଆଜି ସକାଳୁ ସ୍ଥାନୀୟ ଗୋଲବଜାରଛକ ଓ ବୈଦ୍ୟନାଥ ଛକରେ କୌଣସି ଫଳଠେଲା କିମ୍ବା!-->…
Read More...
Read More...