ସଙ୍ଗରୋଧରେ ରହିବାକୁ ଯାଇ ପ୍ରବାସୀ ହଟାହଟା
ବୌଦ୍ଧ : ବୌଦ୍ଧ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତ ଅଂଚଳରୁ ଚେନ୍ନାଇକୁ କାମ କରିବାକୁ ଯାଇ ଲକଡାଉନ ଯୋଗୁଁ ଫସି ରହିଥିଲେ ୫ଜଣ ଶ୍ରମିକ । ସେମାନେ ସାଇକଲେ ମାଡି ସୁଦୂର ଚେନ୍ନାଇରୁ ଫେରିଆସିଥିଲେ ନିଜ ଜନ୍ମମାଟିକୁ । ଟିକରପଡା ଫେରି ସଙ୍ଗରୋଧରେ ରହିବା ପାଇଁ ଅନୁରୋଧ କରିଥିଲେ ଗ୍ରାମ ପଞ୍ଚାୟତର!-->…
Read More...
Read More...