ସଫେଇ କର୍ମଚାରୀ ମାନଙ୍କୁ ସାମାଜିକ ସଂଗଠନ ସମର୍ପିତ ଓଡିଶା ର ସମ୍ବର୍ଦ୍ଧନା

ଏବେ ସମଗ୍ର ବିଶ୍ୱ କରୋନା ମହାମାରୀ ଦ୍ୱାରା କବଳିତ ଏବଂ ଆତଙ୍କିତ, ଏହି ସମୟରେ ନିଜର ପରିବାର ତଥା ନିଜର ସୁରକ୍ଷା କଥା ଭୁଲି ରାଜଧାନୀ କୁ ସଫା ସୁତୁରା ରଖିବାରେ ସଫେଇ କର୍ମଚାରୀ ,କରୋନା ଯୋଦ୍ଧାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଆଜି ସାମାଜିକ ସଂଗଠନ ସମର୍ପିତ ଓଡ଼ିଶା ତରଫରୁ
Read More...

ଆନ୍ଧ୍ରରେ ଗ୍ୟାସ୍ ଟ୍ରାଜେଡି : ୮ମୃତ, ୨୩୦ ଆହତ

ଭୁବନେଶ୍ୱର : ଆମ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଭାଇଜାକ ଅନ୍ତର୍ଗତ ଆରଆର୍ ପୁରମର ଏକ କେମିକାଲ କଂପାନୀରେ ଗ୍ୟାସ୍ ଲିକ୍ ହୋଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏ ପର୍ଯ୍ୟନ୍ତ ଏହି ଘଟଣାରେ ୮ଜଣ ମୃତ୍ୟୁବରଣ କରିଥିବାବେଳେ ୨୩୦ରୁ ଅଧିକ ଆହତ ହୋଇ ବିଶାଖାପାଟନମ ହସ୍ପିଟାଲରେ ଭର୍ତ୍ତି
Read More...

ଦଶପଲ୍ଲାରୁ ବଲାଙ୍ଗୀର ଚାଲିଚାଲି ଯାଉଛନ୍ତି ଶ୍ରମିକ ପରିବାର

ବୌଦ୍ଧ:ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳକୁ କାମଧନ୍ଦା କରିବାକୁ ଯାଇ ଲକଡାଉନରେ ଫସିଥିବା ବଲାଙ୍ଗୀର ଅଞ୍ଚଳର ଦାଦନ ଶ୍ରମିକ ପରିବାର ଚାଲିଚାଲି ଘର ଅଭିମୁଖେ ଯାଉଛନ୍ତି । ଆଜି ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ଚାଲିଚାଲି ଯାଉଥିବା ଦୃଶ୍ୟ ବାଉଁଶୁଣୀ କଲେଜପାଖ ପୋଲ ନିକଟରେ ଦେଖିବାକୁ ମିଳିଥିଲା ।
Read More...

ଅବସରପ୍ରାପ୍ତ ଆଇଏଏସ୍ ଡ.ତ୍ରିବିକ୍ରମ ପ୍ରଧାନଙ୍କୁ ନୂଆ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ୍ ଡ. ତ୍ରିବିକ୍ରମ ପ୍ରଧାନଙ୍କୁ ରାଜ୍ୟ ସରକାର ବର୍ଷକ ପାଇଁ ନୂଆ ନିଯୁକ୍ତି ଦେଇଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଜଳ ସଂପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିବେ । ଚଳିତ ମାସ ପହିଲାରୁ ତାଙ୍କ
Read More...

ଭିମସାର ନିର୍ଦ୍ଦେଶକ ପାଇଁ ମଇଦାନରେ ୫ଜଣ ଆଶାୟୀ

ସମ୍ବଲପୁର: ଦୀର୍ଘ ପ୍ରତୀକ୍ଷା ପରେ ସ୍ଥାନୀୟ ବୁର୍ଲାସ୍ଥିତ ଭିମସାରରେ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ଆଶା ଉଜ୍ଜ୍ୱଳ ହୋଇଛି । ଆସନ୍ତାକାଲି ଏଥିପାଇ ଇଣ୍ଟରଭ୍ୟୁ ହେବା ବିଷୟରେ ସୂଚନା ମିଳୁଛି । ମର୍ଯ୍ୟାଦାସଂପନ୍ନ ଏହିପଦ ପାଇଁ ୫ଜଣ ଆଶାୟୀ ମଇଦାନରେ ଅଛନ୍ତି । ଏହି ପଦ ପୂରଣ ଫଳରେ ବର୍ତ୍ତମାନ
Read More...

ବେଲଗାମ କରୋନା : ଦେଶରେ ୫୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଭାରତରେ ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୬୧ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ୮୯ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା
Read More...

ଲକଡାଉନ ୩.୦ : ଚଢାଦରରେ ଗ୍ରାହକ ନୟାନ୍ତ, ପ୍ରଶାସନ ନିରବଦ୍ରଷ୍ଟା

ବୌଦ୍ଧ : ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଚାଲିଛି । ବୌଦ୍ଧ ଜିଲ୍ଲା ଗ୍ରୀନ୍ ଜୋନରେ ଥିବାରୁ କିଛି ଦୋକାନକୁ ଛାଡି ଦେଲେ ଆଉ ସମସ୍ତ ଦୋକାନ ଖୋଲିସାରିଛି । ଲୋକେ ସାମାନ୍ୟ ଆଶ୍ୱସ୍ତି ଲାଭ କରୁଥିବା ବେଳେ କିଛି ବ୍ୟବସାୟୀମାନେ ଏହାର ସୁଯୋଗରେ ଗ୍ରାହକଙ୍କୁ ଲୁଟୁଥିବାର ଅଭିଯୋଗ ହେଉଛି ।
Read More...

ମୟୁରଭଞ୍ଜକୁ ଛୁଇଁଲା କରୋନା, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ହେଲା

ଭୁବନେଶ୍ୱର : ମାତ୍ର ୨ ସପ୍ତାହ ପୂର୍ବରୁ କରୋନା ସଂକ୍ରମଣରେ ଆମ ରାଜ୍ୟରେ ନିୟନ୍ତ୍ରିତ ଥିବାବେଳେ ଏବେ ବେଲଗାମ ଗତିରେ ମାଡି ଯାଉଛି ଯାହା ମହାରାଷ୍ଟ୍ର ରେକର୍ଡ ଭାଙ୍ଗିବା ଆଶଙ୍କା ସୃଷ୍ଟି କଲାଣି । ଗୋଟିଏ ପରେ ଗୋଟିଏ ଜିଲ୍ଲା ଡେଇଁ କରୋନା ଏବେ ଅଧା ଓଡିଶାରେ ପହଞ୍ଚି ଗଲାଣି । ଆଜି ସକାଳୁ
Read More...

ଘୋଡାଗାଡି ଶିବ ମନ୍ଦିରର ଦଧିନଉତି ଉଡିଗଲା, ଭକ୍ତଙ୍କ ମନରେ ନାନାଦି ଆଶଙ୍କା

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ କନ୍ଧପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୋଡାଗାଡି ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ମନ୍ଦିରର ଦଧିନଉତି ଗତକାଲି ରାତି ଘ.୧୧.୪୦ ମି.ରେ ହୋଇଥିବା ଝଡବାତ୍ୟାରେ ଉଡିଯାଇଛି । ବାତ୍ୟାର ତୀବ୍ରତା ଏତେ ଥିଲା ଯେ ମନ୍ଦିର ଚୂଡାରେ ଥିବା କଳସ,
Read More...

ଜଗତସିଂହପୁର ଜିଲ୍ଲାକୁ ଛୁଇଁଲା କରୋନା, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଲା

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୪ଜଣ ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ଜଣେ କେନ୍ଦ୍ରାପଡା ଜିଲ୍ଲାର । ଏହା ଜଗତସିଂହପୁର ଜିଲ୍ଲାରେ ପ୍ରଥମ ଘଟଣା । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।
Read More...