ପଶ୍ଚିମବଙ୍ଗରେ “ଅମ୍ଫନ’ ତାଣ୍ଡବ

କୋଲକତା : ସାମୁଦ୍ରିକ ବାତ୍ୟା ଅମ୍ଫନ ସୁନ୍ଦରବନରେ ପ୍ରବେଶ କରିବା ସହ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି । ଅପରାହ୍ନ ୨ଟା୩୦ରୁ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ଏହାର ଗତି ପୂର୍ବରୁ ପଶ୍ଚିମ ଥିଲା ବେଳେ ପରେ ଗତିପଥି ବଦଳିଥିଲା । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ୪ଘଣ୍ଟା
Read More...

କଳାହାଣ୍ଡିରୁ ପୁଣି ୧୧ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ସକାଳେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ୧୧ଜଣ କଳାହାଣ୍ଡି ଜିଲ୍ଲାର । ସେମାନଙ୍କ ମଧ୍ୟରୁ ୧୦ଜଣ ରାଜ୍ୟ ବାହାରୁ ଆସିଥିଲେ ।
Read More...

ବଲାଙ୍ଗୀରକୁ କରୋନାର ଗୋଦାମ କରାନଯାଉ : ବିଧାୟକ, ସାଂସଦ ହସ୍ତକ୍ଷେପ କରନ୍ତୁ

ବଲାଙ୍ଗୀର : ଲିଖରିଆରେ ୨ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେବା ପୂର୍ବରୁ ବଲାଙ୍ଗୀର ଏକ କରୋନା ମୁକ୍ତ ଅଞ୍ଚଳ ଥିଲା । କିନ୍ତୁ ବର୍ତ୍ତମାନ ଯାଏ ୬ଜଣ କରୋନା ଆକ୍ରାନ୍ତ ରୋଗୀ ଏହିଜିଲ୍ଲାରେ ଚିହ୍ନଟ ହୋଇଥିବା ସମ୍ବାଦ ବଲାଙ୍ଗୀରରେ କୋକୁଆ ଭୟ ସୃଷ୍ଟି କରିଛି । ଯାହା ଜଣାପଡେ ଆକ୍ରାନ୍ତ ୬ଜଣ
Read More...

୩ଟି ପଜିଟିଭ ସତ୍ତ୍ୱେ ସମ୍ବଲପୁର ଜିଲ୍ଲା ଗ୍ରୀନଜୋନରେ

ସମ୍ବଲପୁର: ସମ୍ବଲପୁରରେ ତିନୋଟି କରୋନା ପଜିଟିଭି ମାମଲା ଲୋକଲୋଚନକୁ ଆସିଛି । ଏହାସତ୍ତ୍ୱେ ଏହି ଜିଲ୍ଲାଟି ବର୍ତ୍ତମାନ ସୁଦ୍ଧା ଅରେଞ୍ଜ ଜୋନ ଘୋଷିତ ନହୋଇ ଗ୍ରୀନଜୋନରେ ରହିଛି । ଏ ବିଷୟରେ ପଚାରି ବୁଝିବାରୁ ଜଣାପଡିଛି ଯେ ସମ୍ବଲପୁର ଜିଲ୍ଲାର ଏହି ତିନୋଟି ଯାକ ମାମଲା କ୍ୱାରେଣ୍ଟାଇନ
Read More...

ଜୟନ୍ତୀ ନାଏକ ଘଟଣାର ତଦନ୍ତ ଦାବି : ଭାଜପା ବୁର୍ଲା ମଣ୍ଡଳ ପକ୍ଷରୁ ଭିମସାର କର୍ତ୍ତୃପକ୍ଷଙ୍କୁ ଦାବିପତ୍ର

ସମ୍ବଲପୁର:ସୁଦୂର ଏକ ଗାଁରୁ ବହୁ ଆଶା ସହିତ ଭିମସାରକୁ ଆସିଥିବା ଜଣେ ଆସନ୍ନ ପ୍ରସବାଙ୍କ ଗର୍ଭସ୍ଥ ଶିଶୁକୁ ମୃତ ଘୋଷଣା ପରେ ସେ ଏକ ଘରୋଇ ନର୍ସିଂହୋମରେ ଏକ ସୁସ୍ଥ ଶିଶୁ ଜନ୍ମ ଦେଇଥିଲେ । ଗତ ୧୪ ତାରିଖରେ ଘଟିତ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ସେଦିନ ଠାରୁ ଅଞ୍ଚଳରେ ଚର୍ଚ୍ଚାରେ ରହିଆସୁଛି ।
Read More...

ମହାନଗର ନିଗମ ଅଫିସ ପାଖରେ ଜଳସଙ୍କଟ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଫିସ ପାଖରେ ଥାଇ ମଧ୍ୟ ଦଳେଇପଡା ନିବାସୀ ଜଳସଙ୍କଟର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ଓ ଆନ୍ଦୋଳନ ସତ୍ତ୍ୱେ ସେଠାକାର ସ୍ଥିତିରେ ଅପେକ୍ଷିତ ଉନ୍ନତି ହେଉନାହିଁ । ପାଖରେ ମହାନଦୀ ଥିବାରୁ ସ୍ଥାନୀୟ ଲୋକେ ସେଠାରେ ଗାଧୁଆପାଧୁଆ ତ କରିପାରନ୍ତି
Read More...

ଭୁବନେଶ୍ୱରକୁ ୭ ସ୍ଥାନାନ୍ତର : ବୌଦ୍ଧରେ ହିଁ ଚିକିତ୍ସିତ ହେବେ ୨୧ କରୋନା ପଜିଟିଭ

ବୌଦ୍ଧ: ଜଗତି, ତେଲିବନ୍ଧ ଓ କଣ୍ଟାମାଳ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ବାହାରି କରୋନା ପଜିଟିଭଙ୍କୁ ଚିକିତ୍ସାପାଇଁ ପୂର୍ବରୁ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ହରଭଙ୍ଗା ବ୍ଲକର ବୀରନରସିଂପୁର କେନ୍ଦ୍ରର ୨ଜଣ, ଆଡେଣିଗଡ କେନ୍ଦ୍ରର ୨୧ ଜଣ,
Read More...

ବୌଦ୍ଧରୁ ରେକର୍ଡ ସଂଖ୍ୟକ ୨୮ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟାକ ୨୮ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକେ ଭୟଭୀତ ହୋଇ ପଡିଛନ୍ତି । ବୌଦ୍ଧରେ କରୋନା ପଜିଟିଭ୍ ଏତେ ସଂଖ୍ୟକ ବାହାରିଥିଲେ ମଧ୍ୟ ସାର୍ବଜନୀନ ଭାବରେ ପ୍ରଶାସନ କୌଣସି ସୂଚନା ପ୍ରଦାନ କରିନାହିଁ । ଏ ସମସ୍ତ ପଜିଟିଭ ରୋଗୀମାନେ ହରଭଙ୍ଗା
Read More...

ସଟ୍ ସର୍କିଟରୁ ବୌଦ୍ଧ ଡାକ୍ତରଖାନାରେ ଲାଗିଲା ନିଆଁ

ବୌଦ୍ଧ : ବିଦ୍ୟୁତ ସଟ୍ ସର୍କିଟ୍ ଯୋଗୁଁ ଆଜି ସଂଧ୍ୟା ପ୍ରାୟ ଘ.୭.୩୦ ମି. ସମୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ବଖରାରେ ନିଆଁ ଲାଗିଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଂଶୁଘାତ ପ୍ରକୋଷ୍ଠ ସାମ୍ନାରେ ଥିବା ବଖରା ଯେଉଁଠାରେ କି
Read More...

ସଖୀ ୱାନଷ୍ଟପ ସେଣ୍ଟର ତରଫରୁ କରୋନା ସଚେତନତା

ମାରାତ୍ମକ ରୋଗ କରୋନା କୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିଲା।ବେଳେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି। ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭୁତାଣୁର ସଂକ୍ରମଣକୁ ଗୁରୁତ୍ୱର ସହ ଗ୍ରହଣ କରୁଥିବା ବେଳେ ଏଥିରେ
Read More...