ସରୁନାହିଁ ଦାଦନଙ୍କ ଦୁଃଖ ଫେରିବାର ବାଟକୁ ଚାହିଁରହିଛନ୍ତି ପରିବାର
ବୌଦ୍ଧ:- ଲକ୍ଡାଉନ ଲୋକଙ୍କ ରୋଜଗାର ଛଡାଇ ନେଇଥିବାବେଳେ ବିଶେଷକରି ଅନେକ ଯାତନା ଦେଉଛି ପ୍ରବାସୀ ଶ୍ରମିକ ମାନଙ୍କୁ । ବୌଦ୍ଧଜିଲ୍ଲା ଦପଲା ଗ୍ରାମପଞ୍ଚାୟତର ୧୭ଜଣ ଶ୍ରମିକ କାମ କରିବାପାଇଁ ଯାଇଥିଲେ ତାମିଲନାଡୁ ରାଜ୍ୟ କୋଏମ୍ବାଟୁର ଜିଲ୍ଲା ଅନ୍ତର୍ଗତ ସୁଲୁର ଥାନାର କାର୍ଣ୍ଣାପାଲୟମ!-->…
Read More...
Read More...