କଲିକତା ଲିଙ୍କ୍କୁ ନେଇ ବନ୍ଦ ହେଲା ପାରାଦ୍ୱୀପର ବୃହତ ମାଛ ବ୍ୟବସାୟ କେନ୍ଦ୍ର
ଜଗତସିଂହପୁର: ପାରାଦ୍ୱୀପର ସବୁଠୁ ବଡ଼ ମାଛ ବିକ୍ରୟ କେନ୍ଦ୍ର ବାଲିପୁଟ ଏବେ ବନ୍ଦ । ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ଲୋକ ଆସି ମାଛ କିଣି ବାହାରେ ବିକ୍ରୟ କରିଥାନ୍ତି । ଏପରିକି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ ଓ ଭୁବନେଶ୍ୱର ବଜାରର ବ୍ୟବସାୟୀ ଓ ଗାଁରେ ବୁଲି ବ୍ୟବହାର!-->…
Read More...
Read More...