ଚାୱଲାଙ୍କ ବିରୋଧରେ ସଦ୍ୟତମ ଚାର୍ଜସିଟ୍
ନୂଆଦିଲ୍ଲୀ : ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସି ଖେଳୁଥିବା ସମୟରେ ଏକ ମ୍ୟାଚ୍ ଫିକ୍ସିଂ ଘଟିଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ଖେଳାଳି ହ୍ୟାନ୍ସି କ୍ରୋନିଏ ଜଡ଼ିତ ଥିଲେ । ଏହି ମ୍ୟାଚ୍ ଫିକ୍ସିଂ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସଂଜୀବ ଚାୱଲା । ତେବେ ସେ ଫିକ୍ସିଂ!-->…
Read More...
Read More...