ସମ୍ବଲପୁର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ
ସମ୍ବଲପୁର : ଲକଡାଉନ ତୃତୀୟ ପର୍ଯ୍ୟାୟର ଶେଷଦିନରେ ଆଜି ସମ୍ବଲପୁର ଜିଲ୍ଲାର ପ୍ରଥମ କରୋନା ପଜିଟିଭ ମାମଲା ଘୋଷଣା କରାଯାଇଛି । ରୋଗୀ ଜଣକ ଏଠାକାର ରେଢାଖୋଲ ଉପଖଣ୍ଡ ରେ ସଞ୍ଚାଳିତ ଏକ କ୍ବାରେଣ୍ଟାଇନ କେନ୍ଦ୍ର ରେ ଚିହ୍ନଟ କରାଯାଇଛି । ସେ ଜଣେ ୧୮ ବର୍ଷୀୟ ଯୁବକ ଓ ବାହାର ରାଜ୍ୟ ରୁ ଆସିଲା!-->…
Read More...
Read More...