ବୋଝ ଉପରେ ଲଳିତା ବିଡା : ୮ଶହ କି.ମି. ପାଦରେ ଚାଲିଚାଲି ଗାଁରେ ପହଞ୍ଚିଲେ ଯୁବକ, ବାହାରିଲା ପଜିଟିଭ
ରୁପନଗର : ଦେଶରେ କରୋନା ସଂକଟରେ ସବୁଠାରୁ ବହୁତ କଷ୍ଟ ସହୁଛନ୍ତି ଶ୍ରମିକ ଶ୍ରେଣୀର ଲୋକମାନେ । ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ କିଏ ଶହଶହ କି.ମି. ପାଦରେ ଚାଲୁଛନ୍ତି ଆଉ କିଏ ସାଇକେଲ ସହାୟତା ନିଜ ରାଜ୍ୟକୁ ଫେରୁଛନ୍ତି । ସେହିପରି ଆଉ କେତେକ ଶ୍ରମିକ ବିପଦପୂର୍ଣ୍ଣ ଭାବରେ ଟ୍ରକରେ!-->…
Read More...
Read More...