ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଆଜି ୪୬ ବର୍ଷ ବୟସରେ
ନୂଆଦିଲ୍ଲୀ: କ୍ରିକେଟ୍ ଜଗତର ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଆଜି ୪୬ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ହେଉଛି ଏହି ମହାନ କ୍ରିକେଟରଙ୍କ ୪୬ତମ ଜନ୍ମଦିନ। ୧୯୭୩ ମସିହା ଆଜିର ଦିନରେ ସଚିନ୍ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ସଚିନ୍ ହେଉଛନ୍ତି ପ୍ରଥମ କ୍ରିକେଟର!-->…
Read More...
Read More...