୬୧୯ ବିଦେଶୀ ନାଗରିକ ଗିରଫ

ପ୍ରୟାଗରାଜ : ଭାରତରେ ବେଆଇନ୍ ଭାବେ ରହୁଥିବା ପାଖାପାଖି ୬୧୯ ଜଣ ବିଦେଶୀ ନାଗରିକଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ସାରିଲାଣି । ଆଇପିସି, ସଂକ୍ରାମକ ରୋଗ ନିୟନ୍ତ୍ରଣ ଆଇନ, ବିଦେଶୀ ଆଇନ ଉଲ୍ଲଙ୍ଘନ ଘଟଣାରେ ଗତକାଲି ୧୬ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ଏମାନେ ସମସ୍ତେ ଭିସା…
Read More...

ପ୍ରତ୍ୟାହୃତ ହେଲା ଡାକ୍ତରଙ୍କ ଆନେ୍ଦାଳନ

ନୂଆଦିଲ୍ଲୀ : ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ଆକ୍ରମଣ ଘଟଣାର ପ୍ରତିବାଦରେ ଭାରତୀୟ ଡାକ୍ତର ସଂଘ ଆଜି ପ୍ରତିକାତ୍ମକ ଆନେ୍ଦାଳନ ଡାକରା ଦେଇଥିଲା । ତେବେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ସଂଘ ଆନେ୍ଦାଳନରୁ ଆଜି ଓହରି ଆସିଛି । ଫଳରେ ଦେଶ ଏକ…
Read More...

ସମ୍ବଲପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ

ସମ୍ବଲପୁର: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ମଧ୍ୟାହ୍ନ ୧.୩୫ଟା ସମୟରେ ସମ୍ବଲପୁର କୋଭିଡ ହସ୍ପିଟାଲ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହାର ଅଧଘଣ୍ଟା ପରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସେ ଏହାର…
Read More...

ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଗଣିବେ ୨ଲକ୍ଷ , ୭ ବର୍ଷ ଜେଲ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ସଂକ୍ରମଣ ବିରୋଧରେ ଆଗଧାଡ଼ିରେ ରହି ଜୀବନକୁ ବାଜି ଲଗାଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କାର୍ଯ୍ୟ କରୁଛନ୍ତି । ଏହାକୁ ସବୁ ମହଲରେ ପ୍ରଶଂସା କରାଯିବା ସହ ସେମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ମଧ୍ୟ ଦିଆଯାଉଛି । ତେବେ ସରକାରଙ୍କ ବାରମ୍ବାର ତାଗିଦ୍…
Read More...

ଭାରତ ସରକାରଙ୍କ ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ:…

ଭୁବନେଶ୍ୱର, : "ଇନଟାଞ୍ଜିବଲ କଲଚରାଲ ହେରିଟେଜ' ତାଲିକାରେ ଭାରତ ସରକାର ଓଡ଼ିଶାର ୩ଟି ସାଂସ୍କୃତିକ ପରମ୍ପରାକୁ ସାମିଲ କରିଥିବାରୁ ଏହି ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି…
Read More...

ଲକଡାଉନ ନିୟମର କଡ଼ାକଡ଼ି ଅନୁପାଳନ ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲକଡାଉନ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନିର୍ବାଚିତ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି । ଭିଡ଼ିଓ କନଫରେନ୍ସିଂ ଜରିଆରେ ସରପଞ୍ଚମାନେ ବ୍ଲକସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଡ଼ି ହୋଇଥିଲେ । ଲୋକସେବା ଭବନରେ…
Read More...

ମାମୁଁଙ୍କୁ ଜୋତା ବିକି ପୁଣି ସାହାଯ୍ୟର ହାତ ବଢ଼ାଇଲେ ଗଲ୍ଫର

ନୂଆଦିଲ୍ଲୀ : ନିକଟରେ ୧୦୨ଟି ଟ୍ରଫି ବିକ୍ରି କରି ସେଥିରୁ ଆସିଥିବା ୪.୩୦ ଲକ୍ଷ ଟଙ୍କା ପିଏମ୍ କେୟାର୍ସ ଫଣ୍ଡ୍‌କୁ ଦାନ କରିଥିବା ୧୫-ବର୍ଷୀୟ ଗଲ୍ଫର ଅର୍ଜୁନ ଭଟ୍‌ଇ ପୁଣିଥରେ ନିଜର ପୁରୁଣା ଜୋତାକୁ ଅକ୍ସନ କରି ୩.୩ ଲକ୍ଷ ଟଙ୍କାର ସହାୟତା କରିଛନ୍ତି । ଗତ ୨୦୧୮ ଜୁନିଅର୍ ୱାର୍ଲ୍ଡ…
Read More...

ରନ୍ଧାଖାଦ୍ୟର ମାନ ଓ ପରିମାଣକୁ ନେଇ ହିତାଧିକାରୀ ଅସନ୍ତୁଷ୍ଟ

ବୌଦ୍ଧ: ଲକ୍‌ଡାଉନ ସମୟରେ ଅସହାୟ, ନିରାଶ୍ରୟ ଓ ଭିନ୍ନକ୍ଷମ ମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟକୁ ନେଇ ହିତାଧିକାରୀମାନେ ସବୁଠି ଅସନ୍ତୁଷ୍ଟ । ରନ୍ଧାଖାଦ୍ୟର ମାନ ଓ ପରିମାଣକୁ ନେଇ କେଉଁଠି ହିତାଧିକାରୀ ପାଟି ଖୋଲୁଥିବାବେଳେ କେଉଁଠି ନିରାଶ୍ରୟମାନଙ୍କୁ ଦୁଇବେଳା ଖାଦ୍ୟ ମିଳୁନଥିବା…
Read More...

ଘରେ ରହୁଥିବା ସଙ୍ଗରୋଧ ବ୍ୟକ୍ତିମାନଙ୍କ ପାଇଁ ଜିଲ୍ଲାସ୍ତରରେ କଲ ସେଣ୍ଟର

ଗଜପତି ଜିଲ୍ଲାରେ ଦେଶ ଓ ରାଜ୍ୟ ବାହାରୁ ଆସି ପ୍ରାୟ ପାଞ୍ଚ ହଜାର ବ୍ୟକ୍ତି ଘରେ ସଂଙ୍ଗରୋଧରେ ରହି ଆସୁଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ସଙ୍ଗରୋଧରେ ରହି ଆସୁଥିବା ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପକୁ ଯାଞ୍ଚ କରିବା ପାଇଁ ଜିଲ୍ଲା ସ୍ତରରେ ଏକ କଲ ସେଣ୍ଟର…
Read More...

୨୦୦୨ ନାଟୱେଷ୍ଟ ଫାଇନାଲରେ ଗାଙ୍ଗୁଲିଙ୍କ ପରାମର୍ଶକୁ କ’ଣ ପାଇଁ ମାନିନଥିଲେ କୈଫ

ନୂଆଦିଲ୍ଲୀ : ୨୦୦୨ ମସିହା ଲର୍ଡ୍ସ ଗ୍ରାଉଣ୍ଡରେ ଚାଲିଥାଏ ନାଟୱେଷ୍ଟ ସିରିଜ୍‌ର ଫାଇନାଲ୍ ମ୍ୟାଚ୍ । ଇଂଲଣ୍ଡ ପକ୍ଷରୁ ଭାରତ ପାଇଁ ଟାର୍ଗେଟ୍ ଦିଆଯାଇଥାଏ ବିଶାଳ ୩୨୬ ରନ୍ । ପଡ଼ିଆରେ ଥାଆନ୍ତି ଯୁବରାଜ ସିଂଙ୍କ ସହିତ ମହମ୍ମଦ କୈଫ । ଏ ଦୁହେଁ କ୍ରିଜ୍‌କୁ ଆସିବା ପୂର୍ବରୁ ଭାରତ ହରାଇ ସାରିଥାଏ…
Read More...